ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡାମାଡ଼ ଘଟଣା: ବିଚାର ବିଭାଗୀୟ ହାଜତକୁ ଗଲେ ରାଜେଶ୍ୱରୀ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ତଳସାରିରେ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡାମାଡ଼ ଘଟଣାରେ ୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଗଲେ ରାଜେଶ୍ୱରୀ କାମିଲା।  ଗତକାଲି ରାଜେଶ୍ୱରୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଣି ପୋଲିସ ଜଳେଶ୍ୱର ଜେଏମଏଫସି କୋର୍ଟରେ ହାଜର କରିଥିଲା।  ଆସନ୍ତା ୮ତାରିଖରେ ରାଜେଶ୍ୱରୀଙ୍କ ଜାମିନ ଆବେଦନର ଶୁଣାଣି ହେବ।ରାଜଶ୍ରୀ ଅସୁସ୍ଥ ଥିବାରୁ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।  ସଂପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ ମଧ୍ୟ ତାଙ୍କୁ ପୋଲିସ ଡାକ୍ତରଖାନାରୁ ନେଇ କୋର୍ଟରେ […]

balasore

balasore

Rakesh Mallick
  • Published: Sunday, 04 February 2018
  • Updated: 04 February 2018, 09:28 AM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ତଳସାରିରେ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡାମାଡ଼ ଘଟଣାରେ ୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଗଲେ ରାଜେଶ୍ୱରୀ କାମିଲା।  ଗତକାଲି ରାଜେଶ୍ୱରୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଣି ପୋଲିସ ଜଳେଶ୍ୱର ଜେଏମଏଫସି କୋର୍ଟରେ ହାଜର କରିଥିଲା।  ଆସନ୍ତା ୮ତାରିଖରେ ରାଜେଶ୍ୱରୀଙ୍କ ଜାମିନ ଆବେଦନର ଶୁଣାଣି ହେବ।ରାଜଶ୍ରୀ ଅସୁସ୍ଥ ଥିବାରୁ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।  ସଂପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ ମଧ୍ୟ ତାଙ୍କୁ ପୋଲିସ ଡାକ୍ତରଖାନାରୁ ନେଇ କୋର୍ଟରେ ହାଜର କରାଇଥିବା ବିଜେପି ଅଭିଯୋଗ କରିଛି। ଗତ ଚାରିଦିନ ତଳେ ବାଲେଶ୍ୱର ଡାକ୍ତରଖାନାର ସର୍ଜରୀ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୩୧ ତାରିଖରେ ତାଳସାରି ମହୋତ୍ସବର ଉଦ୍‌ଘାଟନୀ ଉତ୍ସବ ଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଲୋକଙ୍କ ଗହଣରେ ବସିଥିବା ରାଜେଶ୍ୱରୀ ଦୁଇଟି ଅଣ୍ଡା ସଭା ଉପରକୁ ମାଡ଼ କରିଥିଲେ। ଗୋଟିଏ ଅଣ୍ଡାକୁ ସିକ୍ୟୁରିଟି ଗାର୍ଡ ଧରି ନେଇଥିବା ବେଳେ ଅନ୍ୟ ଅଣ୍ଡାଟି ମୁଖ୍ୟମନ୍ତ୍ରୀଙ୍କ ପାଖ ଦେଇ ଚାଲି ଯାଇଥିଲା।

https://www.youtube.com/watch?v=wEtVLlkJbzw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story