ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାର୍ତ୍ତିକମାସ ଅବସରରେ ହବିଷ୍ୟାଳୀଙ୍କ ଉଦ୍ଦେଶ୍ୟରେ ଆଜି ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସ୍ୱତନ୍ତ୍ର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୋଜନା ଅନୁସାରେ ପୁରୀରେ  ହବିଷ୍ୟାଳୀଙ୍କ ପାଇଁ ମାଗଣାରେ ରହିବା ପାଇଁ ବନ୍ଦୋବସ୍ତ କରାଯାଇଛି। ତା’ସହ ନରେନ୍ଦ୍ର କୋଣରେ ୧୦୦୦, ଧର୍ମଶାଳାରେ ୫୦୦, ମୋଚିସାହିରେ ୪୦୦ ଓ ପୌରକଲ୍ୟାଣ ମଣ୍ଡରେ ୧୫୦ ଜଣ ହବିଷ୍ୟାଳୀଙ୍କ ପାଇଁ ଅସ୍ଥାୟୀ ଶିବିର କରାଯାଇଛି। ପ୍ରତି ଅସ୍ଥାୟୀ ଶିବିରରେ ଆଶୁ ଚିକିତ୍ସା ସୁବିଧା ରହିଛି। ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ […]

cm

cm

Rakesh Mallick
  • Published: Saturday, 15 October 2016
  • Updated: 15 October 2016, 10:05 PM IST

Sports

Latest News

cmଭୁବନେଶ୍ୱର: କାର୍ତ୍ତିକମାସ ଅବସରରେ ହବିଷ୍ୟାଳୀଙ୍କ ଉଦ୍ଦେଶ୍ୟରେ ଆଜି ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସ୍ୱତନ୍ତ୍ର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୋଜନା ଅନୁସାରେ ପୁରୀରେ  ହବିଷ୍ୟାଳୀଙ୍କ ପାଇଁ ମାଗଣାରେ ରହିବା ପାଇଁ ବନ୍ଦୋବସ୍ତ କରାଯାଇଛି। ତା’ସହ ନରେନ୍ଦ୍ର କୋଣରେ ୧୦୦୦, ଧର୍ମଶାଳାରେ ୫୦୦, ମୋଚିସାହିରେ ୪୦୦ ଓ ପୌରକଲ୍ୟାଣ ମଣ୍ଡରେ ୧୫୦ ଜଣ ହବିଷ୍ୟାଳୀଙ୍କ ପାଇଁ ଅସ୍ଥାୟୀ ଶିବିର କରାଯାଇଛି। ପ୍ରତି ଅସ୍ଥାୟୀ ଶିବିରରେ ଆଶୁ ଚିକିତ୍ସା ସୁବିଧା ରହିଛି। ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହା ସହ  ଅସ୍ଥାୟୀ ଶିବିର ଗୁଡ଼ିକରେ ସିସିଟିଭି ଲଗାଯିବା ସହ ମହିଳା ହୋମଗାର୍ଡଙ୍କ ଦ୍ୱାରା ୨୪ ଘଣ୍ଟିଆ ପହରା ବ୍ୟବସ୍ଥା କରାଯାଇଛି।

ଆଗାମୀ ବର୍ଷ ଯୋଜନାରେ  ଅଧିକ ହବିଷ୍ୟାଳୀ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ସେ କହିଛନ୍ତି, “ଦୁଇ ହଜାର ହବିଷ୍ୟାଳିଙ୍କ ପାଇଁ  ସୁବିଧା କରାଯାଇଛି। ସେମାନଙ୍କ ପାଇଁ ମାଗଣାରେ ଖାଇବା ପିଇବା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କରିବା ପାଇଁ ବ୍ୟବସ୍ଥା କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story