ମୁଖ୍ୟମନ୍ତ୍ରୀ ଚାହିଁଲେ ମଦ ଉପରେ ଲଗାଇ ପାରିବେ କଟକଣା: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର: ବିହାରରେ ନୀତିଶ କୁମାରଙ୍କ ସରକାର ସମ୍ପୂର୍ଣ୍ଣ ଭାବେ ନିଶା ନିବାରଣ ଏବଂ ମଦ ବନ୍ଦ କରିବାକୁ ଘୋଷଣା କରିଥିବାବେଳେ ଓଡ଼ିଶା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି ୧୯୧୫ ମସିହାରେ ବିହାର-ଓଡ଼ିଶା ଅବକାରୀ ଆଇନ ତିଆରି ହୋଇଥିଲା। ବର୍ତ୍ତମାନ ଏହି ଆଇନରେ ପରିବର୍ତ୍ତନ କରି ମଦ ବନ୍ଦ କରିବାକୁ ନୀତିଶ କୁମାର ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଓଡ଼ିଶା ସରକାର ବନ୍ଦ କରିବେ ନା’ ନାହିଁ ତାହାର ନୀତିଗତ […]

dama

dama

Rakesh Mallick
  • Published: Saturday, 28 November 2015
  • Updated: 28 November 2015, 03:18 AM IST

Sports

Latest News

ଭୁବନେଶ୍ୱର: ବିହାରରେ ନୀତିଶ କୁମାରଙ୍କ ସରକାର ସମ୍ପୂର୍ଣ୍ଣ ଭାବେ ନିଶା ନିବାରଣ ଏବଂ ମଦ ବନ୍ଦ କରିବାକୁ ଘୋଷଣା କରିଥିବାବେଳେ ଓଡ଼ିଶା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି ୧୯୧୫ ମସିହାରେ ବିହାର-ଓଡ଼ିଶା ଅବକାରୀ ଆଇନ ତିଆରି ହୋଇଥିଲା। ବର୍ତ୍ତମାନ ଏହି ଆଇନରେ ପରିବର୍ତ୍ତନ କରି ମଦ ବନ୍ଦ କରିବାକୁ ନୀତିଶ କୁମାର ସରକାର ନିଷ୍ପତ୍ତି ନେଇଛନ୍ତି।

ତେଣୁ ଓଡ଼ିଶା ସରକାର ବନ୍ଦ କରିବେ ନା’ ନାହିଁ ତାହାର ନୀତିଗତ ନିଷ୍ପତ୍ତି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ନେଇପାରିବେ ବୋଲି ଡାକ୍ତର ଦାମୋଦର ରାଉତ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos