ଶିଶୁ ମୃତ୍ୟୁକୁ ନେଇ ମେଡ଼ିକାଲରେ ଉତ୍ତେଜନା

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାଙ୍କୀ ଥାନା ଭେଡାରାମପୁର ଗାଁର ମୁନିନ୍ଦ୍ର ବାରିକଙ୍କ ପୁଅ ଓଁମ ସ୍ୱାଶ ରୋଗରେ ଆକ୍ରାନ୍ତ ହୋଇ ଗତକାଲି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥିତି ଭୟଙ୍କର ହେବା ଆଶଙ୍କା କରି ବାଙ୍କୀ ପୋଲିସ ତରଫରୁ ମେଡ଼ିକାଲରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା […]

child-death-in-banki

child-death-in-banki

Rakesh Mallick
  • Published: Monday, 25 December 2017
  • Updated: 25 December 2017, 10:26 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାଙ୍କୀ ଥାନା ଭେଡାରାମପୁର ଗାଁର ମୁନିନ୍ଦ୍ର ବାରିକଙ୍କ ପୁଅ ଓଁମ ସ୍ୱାଶ ରୋଗରେ ଆକ୍ରାନ୍ତ ହୋଇ ଗତକାଲି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥିତି ଭୟଙ୍କର ହେବା ଆଶଙ୍କା କରି ବାଙ୍କୀ ପୋଲିସ ତରଫରୁ ମେଡ଼ିକାଲରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story