ଚିକିତ୍ସା ଅବହେଳାରୁ କଟକ ଶିଶୁଭବନରେ ଜଣେ ଶିଶୁର ମୃତ୍ୟୁ ଅଭିଯୋଗ

କଟକ: ଚିକିତ୍ସା ଅବହେଳାରୁ କଟକ ଶିଶୁଭବନରେ ୨୪ ଦିନର ଏକ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ପ୍ରଭାତ କୁମାର ପରିଡ଼ା ତାଙ୍କ ୨୪ ଦିନର ଶିଶୁ ପୁତ୍ରକୁ ନେଇ ଗତକାଲି ଶିଶୁଭବନ ଆସିଥିଲେ। ପ୍ରଥମେ ସେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଶିଶୁପୁତ୍ରକୁ ଦେଖାଇଥିଲେ। ତେବେ ସ୍ୱାସ୍ଥବସ୍ଥା ବିଗିଡ଼ିବାରୁ ଗତକାଲି ସନ୍ଧ୍ୟାରେ ସେ ପୁଅକୁ କଟକ ଶିଶୁଭବନରେ ଭର୍ତ୍ତି କରିଥିଲେ। ଶିଶୁଭବନରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ତାଙ୍କ […]

child-death

child-death

Rakesh Mallick
  • Published: Sunday, 28 August 2016
  • Updated: 28 August 2016, 07:16 PM IST

Sports

Latest News

କଟକ: ଚିକିତ୍ସା ଅବହେଳାରୁ କଟକ ଶିଶୁଭବନରେ ୨୪ ଦିନର ଏକ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ପ୍ରଭାତ କୁମାର ପରିଡ଼ା ତାଙ୍କ ୨୪ ଦିନର ଶିଶୁ ପୁତ୍ରକୁ ନେଇ ଗତକାଲି ଶିଶୁଭବନ ଆସିଥିଲେ। ପ୍ରଥମେ ସେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଶିଶୁପୁତ୍ରକୁ ଦେଖାଇଥିଲେ। ତେବେ ସ୍ୱାସ୍ଥବସ୍ଥା ବିଗିଡ଼ିବାରୁ ଗତକାଲି ସନ୍ଧ୍ୟାରେ ସେ ପୁଅକୁ କଟକ ଶିଶୁଭବନରେ ଭର୍ତ୍ତି କରିଥିଲେ। ଶିଶୁଭବନରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ପ୍ରଭାତ ଅଭିଯୋଗ କରିଛନ୍ତି। ଶିଶୁଭବନ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story