ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ଛେଚିଲେ

ଉଦଳା: ମୟୁରଭଞ୍ଜ ଜିଲ୍ଲା  ଉଦଳାରେ ପୁଣି ପିଲା ଚୋରି ଗୁଜବ। ପିଲା ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକେ। ଆମ୍ବଡିହା ଗାଁର ଜଣେ ୧୨ ବର୍ଷର ଦିବ୍ୟାଙ୍ଗ ନାବାଳିକା ଗତକାଲି ନିଖୋଜ ହୋଇଯାଇଥିଲେ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ କୁଅଁରପାଳ ଅଞ୍ଚଳର ଗିରିଶ ବିଶ୍ୱାଳ ରାତିରେ ଉକ୍ତ ନାବାଳିକାର ହାତ ଧରି ନେଉଥିବା ଦେଖି ଉଭୟଙ୍କୁ ଗାଁକୁ ଅଣାଯାଇଥିଲା। ଗିରିଶକୁ ଗାଁକୁ ଆଣିବା ପରେ ଗାଁ ଲୋକେ ତାକୁ ଏକ  ଗଛରେ […]

police

police

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 12:40 PM IST

Sports

Latest News

ଉଦଳା: ମୟୁରଭଞ୍ଜ ଜିଲ୍ଲା  ଉଦଳାରେ ପୁଣି ପିଲା ଚୋରି ଗୁଜବ। ପିଲା ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକେ। ଆମ୍ବଡିହା ଗାଁର ଜଣେ ୧୨ ବର୍ଷର ଦିବ୍ୟାଙ୍ଗ ନାବାଳିକା ଗତକାଲି ନିଖୋଜ ହୋଇଯାଇଥିଲେ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ କୁଅଁରପାଳ ଅଞ୍ଚଳର ଗିରିଶ ବିଶ୍ୱାଳ ରାତିରେ ଉକ୍ତ ନାବାଳିକାର ହାତ ଧରି ନେଉଥିବା ଦେଖି ଉଭୟଙ୍କୁ ଗାଁକୁ ଅଣାଯାଇଥିଲା। ଗିରିଶକୁ ଗାଁକୁ ଆଣିବା ପରେ ଗାଁ ଲୋକେ ତାକୁ ଏକ  ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ଏହାପରେ ତାକୁ ପୋଲିସକୁ ଜିମା ଦେଇଥିଲେ। ପୋଲିସ ଗିରିଶକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story