ମାଛ ଧରାକୁ ନେଇ ଚିଲିକାରେ ସଂଘର୍ଷ: ୧୬ ଆହତ
ବ୍ରହ୍ମଗିରି: ମାଛ ଧରାକୁ ନେଇ ଆଜି ଚିଲିକାରେ କୁମାରପୁର ଓ ଚନ୍ଦ୍ରପୁଟ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ୧୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବ୍ରହ୍ମପୁର ଓ ଛତ୍ରପୁର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।
ଆହୁରି ପଢ଼ନ୍ତୁ
ସଂଘର୍ଷ ବେଳେ ଉଭୟ ପକ୍ଷରୁ ବୋମା ମାଡ଼ ବି ହୋଇଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।