ଚିଲିକାର ସ୍ଥିତି ଅନୁଧ୍ୟାନ ଆରମ୍ଭ

ଭୁବନେଶ୍ୱର: କିଭଳି ରହିଛି ଚିଲିକାର ସ୍ଥିତି। କେଉଁସ୍ଥାନରେ ଦଳ ଭର୍ତ୍ତି ହୋଇଛି, କେଉଁଠି ପଙ୍କ ଅଛି, କେଉଁ ଭାଗରେ ଗଭୀରତା କେତେ, ଏହାର ଅନୁଧ୍ୟାନ ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଇସ୍ରୋ ଓ ଆମେରିକାର ବୈଜ୍ଞାନିକ ଗବେଷଣା ସଂସ୍ଥା ଏକତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଆମେରିକାରୁ ଆସିଥିବା ସ୍ୱତନ୍ତ୍ର ବିମାନରେ ଲାଗିଥିବା ଇନଫ୍ରାରେଡ ସ୍ପେକଟ୍ରୋମିଟର ମାଧ୍ୟମରେ ଚିଲିକାରୁ ସଂଗ୍ରହ କରାଯାଉଛି ତଥ୍ୟ। ନିକଟ ଅତୀତରେ ମହାକାଶକୁ ପ୍ରେରଣ କରାଯାଇଥିବା ହାଇପରସ୍ପେକଟ୍ରାଲ ସାଟେଲାଇଟ୍ ମାଧ୍ୟମରେ ମିଳୁଥିବା ଏହି ତଥ୍ୟ […]

chilika

chilika

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 04:45 PM IST

Sports

Latest News

ଭୁବନେଶ୍ୱର: କିଭଳି ରହିଛି ଚିଲିକାର ସ୍ଥିତି। କେଉଁସ୍ଥାନରେ ଦଳ ଭର୍ତ୍ତି ହୋଇଛି, କେଉଁଠି ପଙ୍କ ଅଛି, କେଉଁ ଭାଗରେ ଗଭୀରତା କେତେ, ଏହାର ଅନୁଧ୍ୟାନ ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଇସ୍ରୋ ଓ ଆମେରିକାର ବୈଜ୍ଞାନିକ ଗବେଷଣା ସଂସ୍ଥା ଏକତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଆମେରିକାରୁ ଆସିଥିବା ସ୍ୱତନ୍ତ୍ର ବିମାନରେ ଲାଗିଥିବା ଇନଫ୍ରାରେଡ ସ୍ପେକଟ୍ରୋମିଟର ମାଧ୍ୟମରେ ଚିଲିକାରୁ ସଂଗ୍ରହ କରାଯାଉଛି ତଥ୍ୟ। ନିକଟ ଅତୀତରେ ମହାକାଶକୁ ପ୍ରେରଣ କରାଯାଇଥିବା ହାଇପରସ୍ପେକଟ୍ରାଲ ସାଟେଲାଇଟ୍ ମାଧ୍ୟମରେ ମିଳୁଥିବା ଏହି ତଥ୍ୟ ପୂର୍ବ ପାରମ୍ପରିକ ପଦ୍ଧତିରୁ ଅଧିକ ସଠିକ୍ ହୋଇପାରିବ। ଏହି ତଥ୍ୟ ସଂଗ୍ରହ ଶେଷ ହେବା ପରେ ଆସନ୍ତା ତିନିମାସ ମଧ୍ୟରେ ଏହାକୁ ସମୀକ୍ଷା କରାଯିବ। ଫଳରେ ଚିଲିକା ଭଳି ଆଦ୍ରଭୂମିରେ ହେଉଥିବା ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ବହୁ ଆଗୁଆ ପୂର୍ବାନୁମାନ କରାଯାଇ ପାରିବ ବୋଲି କହିଛନ୍ତି ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ, ଆଇସିଜେଡ୍ଏମ୍ପିର ସିଇଓ ଅଜିତ ପଟ୍ଟନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story