ଚିଟଫଣ୍ଡ ତଦନ୍ତ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ

କଟକ: ଚିଟଫଣ୍ଡ କମିଶନଙ୍କ ନିକଟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ  ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କିପରି ଯଥାଶୀଘ୍ର ଟଙ୍କା ଫେରସ୍ତ ଦିଆଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା। ସମ୍ପତ୍ତି ବ୍ୟାଜାପ୍ତି କରାଯାଉଥିବା ଚିଟଫଣ୍ଡ ସଂସ୍ଥା ଗୁଡିକ ସମ୍ପର୍କରେ ବ୍ୟକ୍ତିଗତ ନୋଟିସ ପରିବର୍ତ୍ତେ ଗଣମାଧ୍ୟମରେ ବିଜ୍ଞାପ୍ତି ପ୍ରକାଶ କରାଯିବ ଏବଂ ସେହି ସଂସ୍ଥାର କ୍ଷତିଗ୍ରସ୍ତ ଜମାକାରୀମାନେ ସମ୍ପତ୍ତି ବ୍ୟାଜାପ୍ତି କରିଥିବା କ୍ଷମତାପ୍ରାପ୍ତ ଅଧିକାରୀ ତଥା ଏଡିଏମଙ୍କ […]

aditya padhi

aditya padhi

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 03:58 PM IST

Sports

Latest News

କଟକ: ଚିଟଫଣ୍ଡ କମିଶନଙ୍କ ନିକଟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ  ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କିପରି ଯଥାଶୀଘ୍ର ଟଙ୍କା ଫେରସ୍ତ ଦିଆଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା। ସମ୍ପତ୍ତି ବ୍ୟାଜାପ୍ତି କରାଯାଉଥିବା ଚିଟଫଣ୍ଡ ସଂସ୍ଥା ଗୁଡିକ ସମ୍ପର୍କରେ ବ୍ୟକ୍ତିଗତ ନୋଟିସ ପରିବର୍ତ୍ତେ ଗଣମାଧ୍ୟମରେ ବିଜ୍ଞାପ୍ତି ପ୍ରକାଶ କରାଯିବ ଏବଂ ସେହି ସଂସ୍ଥାର କ୍ଷତିଗ୍ରସ୍ତ ଜମାକାରୀମାନେ ସମ୍ପତ୍ତି ବ୍ୟାଜାପ୍ତି କରିଥିବା କ୍ଷମତାପ୍ରାପ୍ତ ଅଧିକାରୀ ତଥା ଏଡିଏମଙ୍କ ନିକଟରେ ଆବେଦନ କରିବେ। ବ୍ୟାଜାପ୍ତ ସମ୍ପତ୍ତିର ନିଲାମରୁ ମିଳିଥିବା ଅର୍ଥକୁ ସମ୍ପୃକ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାରେ ଏହା ସହାୟକ ହେବ। ଏହି ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିବା ପାଇଁ ବୈଠକରେ ବିଶେଷଭାବେ ଆଲୋଚନା କରାଯାଇଥିଲା ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି। ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଅର୍ଥବିଭାଗ ସ୍ୱତନ୍ତ୍ର ସଚିବ ବିଶାଲ ଦେବ, ଗୃହବିଭାଗ ଅତିରିକ୍ତ ସଚିବ ସୁଶୀଲ ମହାପାତ୍ର, ଆଇଟି ସ୍ୱତନ୍ତ୍ର ସଚିବ ଆର.ଏନ ପଲାଇ, ସ୍ପେଶାଲ ଡିଜି କ୍ରାଇମ ବି.କେ ଶର୍ମା, କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story