ଚିଟ୍‌ଫଣ୍ଡ୍‌ କମ୍ପାନୀ ଗୋଲ୍‌ଡେନ୍ ଲ୍ୟାଣ୍ଡ୍ ଡେଭଲପର୍ସ ସମ୍ପତ୍ତିର ଆଜି ଇ-ନିଲାମୀ

କଟକ: ଚିଟ୍‌ଫଣ୍ଡ୍‌ କମ୍ପାନୀ ଗୋଲ୍‌ଡେନ୍ ଲ୍ୟାଣ୍ଡ୍ ଡେଭଲପର୍ସ ସମ୍ପତ୍ତିର ଇ-ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ଦିନ ୧୧ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ ଚିକିଟି ଅଞ୍ଚଳରେ କମ୍ପାନୀର ଥିବା ଜମିର ନିଲାମୀ କରାଯାଉଛି। ଛତ୍ରପୁର ଅଞ୍ଚଳରେ କମ୍ପାନୀ ନାଁରେ ଥିବା ୨ ଏକର ୧୦୧ ଡିସିମିଲି ଓ ଚିକିଟି ଅଞ୍ଚଳରେ ଥିବା ୮୩ ଡିସିମିଲ ନିଲାମୀ ଲାଗି ବିଡରମାନେ ଅଂଶ […]

golden

golden

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 11:28 AM IST

Sports

Latest News

କଟକ: ଚିଟ୍‌ଫଣ୍ଡ୍‌ କମ୍ପାନୀ ଗୋଲ୍‌ଡେନ୍ ଲ୍ୟାଣ୍ଡ୍ ଡେଭଲପର୍ସ ସମ୍ପତ୍ତିର ଇ-ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ଦିନ ୧୧ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ ଚିକିଟି ଅଞ୍ଚଳରେ କମ୍ପାନୀର ଥିବା ଜମିର ନିଲାମୀ କରାଯାଉଛି। ଛତ୍ରପୁର ଅଞ୍ଚଳରେ କମ୍ପାନୀ ନାଁରେ ଥିବା ୨ ଏକର ୧୦୧ ଡିସିମିଲି ଓ ଚିକିଟି ଅଞ୍ଚଳରେ ଥିବା ୮୩ ଡିସିମିଲ ନିଲାମୀ ଲାଗି ବିଡରମାନେ ଅଂଶ ଗ୍ରହଣ କରିଛନ୍ତି। ସଂପତ୍ତିର ବେସ୍‌ ପ୍ରାଇସ ୭ ଲକ୍ଷ ୩ ହଜାର  ଟଙ୍କା ରହିଛି।

ରୋଜଭ୍ୟାଲି ଓ ସାଫେକ୍ସ ଇନଫ୍ରା ଇଣ୍ଡିଆ ଲିମିଟେଡ୍ ପରେ ତୃତୀୟ କମ୍ପାନୀ ଭାବେ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀର ସମ୍ପତ୍ତିକୁ ନିଲାମ କରାଯାଉଛି। ଦିନକ ପୂର୍ବରୁ ଚିଟ୍‌ଫଣ୍ଡ୍‌ ସଂସ୍ଥା  ସାଫେକ୍ସ ଇନଫ୍ରା ଇଣ୍ଡିଆ ଲିମିଟେଡ ସମ୍ପତ୍ତିର ନିଲାମ ହୋଇଥିବା ବେଳେ ୱେବସାଇଟ୍‌ ଜରିଆରେ ହୋଇଥିବା ଏହି ଅକ୍ସନରେ କୌଣସି ବିଡର ଭାଗ ନେଇ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story