ଚିଟ୍‌ଫଣ୍ଡ ଲିଙ୍କ୍‌: ପୁଣି ସିବିଆଇ ନିକଟରେ ହାଜର ହେଲେ ପ୍ରଫୁଲ୍ଲ

କଟକ: କଟକ ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ପ୍ରଫୁଲ୍ଲ ସିଂହ ଆଜି ପୁଣି ସିବିଆଇରେ ହାଜର ହୋଇଛନ୍ତି। ଏଟି ଓ ସିସୋର ଚିଟ୍‌ଫଣ୍ଡ ଲିଙ୍କ ଅଭିଯୋଗରେ ତାଙ୍କୁ ହାଜିର ହେବାକୁ ପଡ଼ିଛି। ତାଙ୍କୁ ଆଜି ସିବିଆଇ ଦୁଇ ଥର ଜେରା କରିଛି। ପୂର୍ବରୁ ସେ ଦୁଇ ଥର ସିବିଆଇ ଜେରାର ହୋଇ ସାରିଛନ୍ତି। ପ୍ରଫୁଲ୍ଲ ସିଂହ କହିଛନ୍ତି, “ସିବିଆଇ ପକ୍ଷରୁ ମୋତେ କିଛି କାଗଜପତ୍ର ମଗା ଯାଇଥିଲା, ଯାହା ମୁଁ ଆଜି ଦେଇଛି। ତଦନ୍ତରେ ପୂର୍ଣ୍ଣ ସହଯୋଗ […]

chit-fund

chit-fund

Rakesh Mallick
  • Published: Wednesday, 17 August 2016
  • Updated: 17 August 2016, 10:04 PM IST

Sports

Latest News

କଟକ: କଟକ ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ପ୍ରଫୁଲ୍ଲ ସିଂହ ଆଜି ପୁଣି ସିବିଆଇରେ ହାଜର ହୋଇଛନ୍ତି। ଏଟି ଓ ସିସୋର ଚିଟ୍‌ଫଣ୍ଡ ଲିଙ୍କ ଅଭିଯୋଗରେ ତାଙ୍କୁ ହାଜିର ହେବାକୁ ପଡ଼ିଛି। ତାଙ୍କୁ ଆଜି ସିବିଆଇ ଦୁଇ ଥର ଜେରା କରିଛି। ପୂର୍ବରୁ ସେ ଦୁଇ ଥର ସିବିଆଇ ଜେରାର ହୋଇ ସାରିଛନ୍ତି।

ପ୍ରଫୁଲ୍ଲ ସିଂହ କହିଛନ୍ତି, “ସିବିଆଇ ପକ୍ଷରୁ ମୋତେ କିଛି କାଗଜପତ୍ର ମଗା ଯାଇଥିଲା, ଯାହା ମୁଁ ଆଜି ଦେଇଛି। ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବି। ଯେତେଥର ସିବିଆଇ ମୋତେ ଡାକିବ ମୁଁ ଆସିବି। ମୁଁ କାହା ସହ ଟଙ୍କା କାରବାର କରିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos