ସାଫେକ୍ସ ଇନ୍‌ଫ୍ରା ସମ୍ପତ୍ତି ନିଲାମ ହୋଇପାରିଲାନି

କଟକ: ଚିଟ୍‌ଫଣ୍ଡ୍‌ ସଂସ୍ଥା ସାଫେକ୍ସ ଇନ୍‌ଫ୍ରା ଇଣ୍ଡିଆ ଲିମିଟେଡ୍‌ର ସଂପତ୍ତି ନିଲାମ ହୋଇପାରି ନାହିଁ। ଆଜି ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିଲାମୀ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ବିଡର ଇ-ନିଲାମୀରେ ଭାଗ ନେଇ ନ ଥିଲେ। ସାଫେକ୍ସ କମ୍ପାନୀର ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ ପୁରୁଷୋତ୍ତମପୁରରେ ଥିବା ୧୪ ଏକରରୁ ଅଧିକ ଜମି ନିଲାମ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା।ସାଫେକ୍ସ ଇନ୍‌ଫ୍ରା ଇଣ୍ଡିଆ ଛତ୍ରପୁରରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଖୋଲି ରାଜ୍ୟର […]

safex

safex

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 04:15 PM IST

କଟକ: ଚିଟ୍‌ଫଣ୍ଡ୍‌ ସଂସ୍ଥା ସାଫେକ୍ସ ଇନ୍‌ଫ୍ରା ଇଣ୍ଡିଆ ଲିମିଟେଡ୍‌ର ସଂପତ୍ତି ନିଲାମ ହୋଇପାରି ନାହିଁ। ଆଜି ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିଲାମୀ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ବିଡର ଇ-ନିଲାମୀରେ ଭାଗ ନେଇ ନ ଥିଲେ।

ସାଫେକ୍ସ କମ୍ପାନୀର ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ ପୁରୁଷୋତ୍ତମପୁରରେ ଥିବା ୧୪ ଏକରରୁ ଅଧିକ ଜମି ନିଲାମ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା।ସାଫେକ୍ସ ଇନ୍‌ଫ୍ରା ଇଣ୍ଡିଆ ଛତ୍ରପୁରରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଖୋଲି ରାଜ୍ୟର ବିଭିନ୍ନ ସ୍ଥାନରୁ କୋଟି କୋଟି ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ସଂସ୍ଥାର ମୁଖ୍ୟ ଫିରୋଜ ଖାନ୍‌କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story