ବଲାଙ୍ଗିରରେ ପୁଣି ଚିଟଫଣ୍ଡ କାରବାର! କମ୍ପାନୀ ନାଁରେ ଥାନାରେ ମାମଲା ରୁଜୁ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚିଟଫଣ୍ଡ୍ ସଂସ୍ଥାର କାରବାର ଥମିବାର ନାଁ ନେଉନାହିଁ। ଏଟି, ସି-ସୋର ଭଳି ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ଏବେ ଜେଲରେ ଦିନ କାଟୁଥିବା ବେଳେ ବଲାଙ୍ଗିରରେ ପୁଣି ମୁଣ୍ଡ ଟେକୁଛି ନୂଆ ଠକ ସଂସ୍ଥା। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଦର୍ଶ କୋ-ଅପରେଟିଭ ସୋସାଇଟି ନାମକ ଏକ ସଂସ୍ଥା ସଭ୍ୟ ସଂଗ୍ରହ ପାଇଁ ଉଦ୍ୟମ ଚଳାଇଛି। ସେଥିପାଇଁ ସଂସ୍ଥା ପକ୍ଷରୁ ଗତ ଗୁରୁବାର […]

nabadeanta chitfund

nabadeanta chitfund

Rakesh Mallick
  • Published: Friday, 06 October 2017
  • Updated: 06 October 2017, 07:42 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚିଟଫଣ୍ଡ୍ ସଂସ୍ଥାର କାରବାର ଥମିବାର ନାଁ ନେଉନାହିଁ। ଏଟି, ସି-ସୋର ଭଳି ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ଏବେ ଜେଲରେ ଦିନ କାଟୁଥିବା ବେଳେ ବଲାଙ୍ଗିରରେ ପୁଣି ମୁଣ୍ଡ ଟେକୁଛି ନୂଆ ଠକ ସଂସ୍ଥା। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଦର୍ଶ କୋ-ଅପରେଟିଭ ସୋସାଇଟି ନାମକ ଏକ ସଂସ୍ଥା ସଭ୍ୟ ସଂଗ୍ରହ ପାଇଁ ଉଦ୍ୟମ ଚଳାଇଛି। ସେଥିପାଇଁ ସଂସ୍ଥା ପକ୍ଷରୁ ଗତ ଗୁରୁବାର ସନ୍ଧ୍ୟାରେ ବଲାଙ୍ଗିର ସହରର ଥିବା କଲେଜରେ ଏକ ବୈଠକ ବସିଥିଲା। ଏଥିରେ କମ୍ପାନୀର ଜାତୀୟ ଓ ଆଞ୍ଚଳିକ ଅଧିକାରୀଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ବୈଠକରେ ସଚେତନତା କାର୍ଯ୍ୟକ୍ରମ ନାଁରେ କମ୍ପାନୀର ଅଧିକାରୀମାନେ ଗୋଟିଏ ପରେ ଗୋଟିଏ ସ୍କିମ୍ ବୁଝାଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story