ସିସୋର ଚିଟଫଣ୍ଡ ଠକେଇ: ସିବିଆଇରେ ହାଜର ହେଲେ ଏକାଧିକ ବ୍ୟକ୍ତି

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଏକାଧିକ ବ୍ୟକ୍ତି ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି। କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଘରେ ଚଢ଼ାଉ ବେଳେ ଚିଟଫଣ୍ଡ ସହ କିଛି ଲୋକଙ୍କ ଲିଙ୍କ୍‌ ଥିବା ସିବିଆଇ  ଜାଣିବାକୁ ପାଇଥିଲା। ପଚରାଉଚରା କରିବା ପାଇଁ ସିବିଆଇ ପକ୍ଷରୁ ସେମାନଙ୍କୁ ଡକାଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ ମଧ୍ୟରୁ କିଛି ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେହିପରି ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କ ଲିଙ୍କ […]

chitfund

chitfund

Rakesh Mallick
  • Published: Monday, 23 January 2017
  • Updated: 23 January 2017, 02:57 PM IST

Sports

Latest News

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଏକାଧିକ ବ୍ୟକ୍ତି ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି। କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଘରେ ଚଢ଼ାଉ ବେଳେ ଚିଟଫଣ୍ଡ ସହ କିଛି ଲୋକଙ୍କ ଲିଙ୍କ୍‌ ଥିବା ସିବିଆଇ  ଜାଣିବାକୁ ପାଇଥିଲା। ପଚରାଉଚରା କରିବା ପାଇଁ ସିବିଆଇ ପକ୍ଷରୁ ସେମାନଙ୍କୁ ଡକାଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ ମଧ୍ୟରୁ କିଛି ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ।

ସେହିପରି ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କ ଲିଙ୍କ ଥିବା ତୀର୍ଥାନନ୍ଦ ସୁବୁଦ୍ଧିରାୟଙ୍କ ତାଙ୍କ ଓକିଲ ମଧ୍ୟ ସିବିଆଇରେ ହାଜର ହୋଇଛନ୍ତି।

ଲକ୍ଷ୍ମୀବିଳାସିନୀଙ୍କ ସହ ଲିଙ୍କ ନେଇ ଆଜି ସିବିଆଇ କାର୍ଯ୍ୟାଳୟରେ ୩ ଜଣ ଠିକାଦାର ଅରବିନ୍ଦ ଜେନା, ଗୌରାଙ୍ଗ ପାତ୍ର ଏବଂ ଅସିତ ମଲିଆ ହାଜର ହୋଇଥିଲେ। ସିବିଆଇ କାର୍ଯ୍ୟାଳୟରୁ ବାହାରିବା ପରେ ଏହି ଠିକାଦାରମାନେ କହିଥିଲେ ଟଙ୍କା ଦେଣନେଣ ନେଇ ସିବିଆଇ ସେମାନଙ୍କୁ ପଚରାଉଚରା କରିଥିଲା। ୩ ଠିକାଦାର କହିଥିଲେ,“୨୦୧୨ ମସିହାରେ ବିଧାୟକଙ୍କ ପତ୍ନୀ ଆମ ପାଖରୁ୧ ଲକ୍ଷ ଲେଖାଏଁ ଟଙ୍କା ନେଇଥିଲେ। ଦରକାର ଅଛି କହି ସେ ଆମ ପାଖରୁ ଏହି ଅର୍ଥ ଧାର ସୂତ୍ରରେ ନେଇଥିଲେ। ଏ ସମ୍ପର୍କରେ ଆମେ ସିବିଆଇ ଅଧିକାରୀଙ୍କୁ ଜଣାଇଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story