ଝାରସୁଗୁଡା: ଚିତାବାଘ ମୃତଦେହ ଉଦ୍ଧାର ଘଟଣାରେ ଫରେଷ୍ଟ ଗାର୍ଡ ନିଲମ୍ବିତ

ଝାସୁଗୁଡା: ଲଖନପୁର ମଚିଦା ଗ୍ରାମ୍ୟ ଜଙ୍ଗଲରୁ ବିରଳ ପ୍ରଜାତିର ଚିତବାଘର ମୃତଦେହ ଉଦ୍ଧାର ଘଟଣାରେ ଜଣେ ଫରେଷ୍ଟ ଗାର୍ଡଙ୍କୁ କାର୍ଯ୍ୟରେ ଅଭହେଳା କରିଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି। ନିଲମ୍ବିତ ଗାର୍ଡ ଜଣଙ୍କ ହେଲେ ସୌଦାଗର କିଷାନ। ସେହିପରି ଘଟଣା ନେଇ ଭିଖମ ପାଲିର ଫରେଷ୍ଟର ହେମନ୍ତ ସାହୁଙ୍କୁ ଡିଏଫଓ କରାଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହାସହ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବନ ବିଭାଗ ଗେଙ୍ଗନାମାଲର ଦୁଇଜଣ ଲୋକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। […]

tiger

tiger

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 11:19 AM IST

Sports

Latest News

ଝାସୁଗୁଡା: ଲଖନପୁର ମଚିଦା ଗ୍ରାମ୍ୟ ଜଙ୍ଗଲରୁ ବିରଳ ପ୍ରଜାତିର ଚିତବାଘର ମୃତଦେହ ଉଦ୍ଧାର ଘଟଣାରେ ଜଣେ ଫରେଷ୍ଟ ଗାର୍ଡଙ୍କୁ କାର୍ଯ୍ୟରେ ଅଭହେଳା କରିଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି। ନିଲମ୍ବିତ ଗାର୍ଡ ଜଣଙ୍କ ହେଲେ ସୌଦାଗର କିଷାନ। ସେହିପରି ଘଟଣା ନେଇ ଭିଖମ ପାଲିର ଫରେଷ୍ଟର ହେମନ୍ତ ସାହୁଙ୍କୁ ଡିଏଫଓ କରାଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହାସହ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବନ ବିଭାଗ ଗେଙ୍ଗନାମାଲର ଦୁଇଜଣ ଲୋକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

ଗୁରୁବାର ଲଖନପୁର ମଚିଦା ଗ୍ରାମ୍ୟ ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଚିତାବାଘର ମୃତଦେହ ଉଦ୍ଧାର କରାଯାଇଥିଲା। ଶିକାରୀ ବାଘକୁ ହତ୍ୟା କରି ଲାଞ୍ଜ ଓ ନଖ କାଟି ନେଇଥିବା ସନ୍ଦେହ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos