ପ୍ରଭାତ ବିଶ୍ୱାଳଙ୍କୁ କ’ଣ ପାଇଁ ଏତେଦିନ ଧରି ମେଡିକାଲରେ ରଖାଯାଇଛି ? ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ଗିରଫ ପରେ ଏସସିବିରେ ଚିକିତ୍ସାଧୀନ ଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କିତ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । ଗତକାଲି ସୁଦ୍ଧା ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥା କିଭଳି ଥିଲା ସେ ନେଇ ସବିଶେଷ ତଥ୍ୟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁବାର ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ବିଶ୍ୱନାଥ ରଥ । ପ୍ରଭାତ ବିଶ୍ୱାଳଙ୍କୁ କ’ଣ ପାଇଁ ଏତେଦିନ ଧରି ମେଡିକାଲରେ ରଖାଯାଇଛି ସେନେଇ ସିବିଆଇ […]

prabhat

prabhat

Rakesh Mallick
  • Published: Friday, 24 November 2017
  • Updated: 24 November 2017, 02:24 AM IST

Sports

Latest News

କଟକ: ଗିରଫ ପରେ ଏସସିବିରେ ଚିକିତ୍ସାଧୀନ ଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କିତ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । ଗତକାଲି ସୁଦ୍ଧା ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥା କିଭଳି ଥିଲା ସେ ନେଇ ସବିଶେଷ ତଥ୍ୟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁବାର ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ବିଶ୍ୱନାଥ ରଥ । ପ୍ରଭାତ ବିଶ୍ୱାଳଙ୍କୁ କ’ଣ ପାଇଁ ଏତେଦିନ ଧରି ମେଡିକାଲରେ ରଖାଯାଇଛି ସେନେଇ ସିବିଆଇ ଓକିଲଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି । ଏଥିସହ ମାମଲାରେ ଚାଲିଥିବା ତଦନ୍ତର ଷ୍ଟାଟସ୍ ରିପୋର୍ଟ ମଧ୍ୟ ମଗାଯାଇଛି । ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।  ସେପଟେମ୍ବର ୧୯ ତାରିଖରେ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଥିଲା ସିବିଆଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story