ଚିଟ୍‌ଫଣ୍ଡ ମାମଲା: ଟିଏମ୍‌ସି ସାଂସଦ ସୁଦୀପ ହସ୍‌ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ସୁଦୀପ ବନ୍ଦୋପାଧ୍ୟୟ ଅସୁସ୍ଥ ହୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରୁବାରୁ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୁଦୀପ କହିଛନ୍ତି,“୨୦୧୫ରୁ ପାନ୍‌କ୍ରିୟାରେ ପୀଡିତ ଅଛି। ଗତକାଲି ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏସ୍‌ସିବିରେ ଭର୍ତ୍ତି ହୋଇଛି। ଏବେ ମାନସିକସ୍ତରରେ ୨୦୦ ପ୍ରତିଶତ ଫିଟ୍‌ ରହିଛି। ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାରୁ […]

sudip

sudip

Rakesh Mallick
  • Published: Saturday, 21 January 2017
  • Updated: 21 January 2017, 05:15 PM IST

Sports

Latest News

ଭୁବନେଶ୍ୱର: ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ସୁଦୀପ ବନ୍ଦୋପାଧ୍ୟୟ ଅସୁସ୍ଥ ହୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରୁବାରୁ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୁଦୀପ କହିଛନ୍ତି,“୨୦୧୫ରୁ ପାନ୍‌କ୍ରିୟାରେ ପୀଡିତ ଅଛି। ଗତକାଲି ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏସ୍‌ସିବିରେ ଭର୍ତ୍ତି ହୋଇଛି। ଏବେ ମାନସିକସ୍ତରରେ ୨୦୦ ପ୍ରତିଶତ ଫିଟ୍‌ ରହିଛି। ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାରୁ କେତେ ନେଇଛି ଜାଣିନି, ସିବିଆଇ ଜାଣିଥିବ। ବିମୁଦ୍ରାକରଣ ବିରୋଧରେ ମୁଁ ସଂସଦରେ ନେତୃତ୍ୱ ନେଉଥିଲି। ମମତା ବାନାର୍ଜୀ ଓ ଟିଏମ୍‌ସିକୁ ଖତମ କରିବାକୁ ବିଜେପି ଯୋଜନା କରିଛି।”

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଗତ ୩ ତାରିଖରେ ସୁଦୀପଙ୍କୁ ଗିରଫ କରି ଭୁବନେଶ୍ୱର ଆଣିଥିଲା ସିବିଆଇ। ରୋଜଭ୍ୟାଲି ଓଡ଼ିଶାରେ ପ୍ରାୟ ୪୫୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story