ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ: ୨୨ ଚିଟ୍‌ଫଣ୍ଡ ସଂସ୍ଥା ଫେରାଇଲେ ଟଙ୍କା

କଟକ: କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ଆରମ୍ଭ କରିଛନ୍ତି କେତେକ ଚିଟ୍‌ଫଣ୍ଡ ସଂସ୍ଥା। ଚିଟଫଣ୍ଡ କମିଶନ କାର୍ଯ୍ୟାଳୟର ସୂଚନା ଅନୁସାରେ ପ୍ରାୟ ୨୨ଟି କମ୍ପାନୀ ୧୨ଶହରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତ କରିଛନ୍ତି। କୋଲକାତା ସ୍ଥିତ ପ୍ରୟାଗ ଇନ୍ଫେଟେକ୍ ହାଇଲାଇନ ପକ୍ଷରୁ ସର୍ବାଧିକ ୧ହଜାର ୧୯ଜଣଙ୍କୁ ଟଙ୍କା ଫେରସ୍ତ କରାଯାଇଛି। ସେହିପରି ରୋଜଭ୍ୟାଲି ୫୨ ଜଣ, ଓମଶ୍ରୀ ରିସୋର୍ସେସ୍ ୩୪ ଜଣ ଓ ସ୍ୱାଭିମାନ ଡେଭଲପର୍ସ ୧୬ଜଣଙ୍କୁ ଜମାଟଙ୍କା ଫେରାଇଥିବା କମିଶନଙ୍କୁ ପ୍ରମାଣ ଦେଇଛନ୍ତି। […]

vlcsnap-6040-09-11-22h06m04s782

vlcsnap-6040-09-11-22h06m04s782

Rakesh Mallick
  • Published: Saturday, 06 May 2017
  • Updated: 06 May 2017, 08:16 PM IST

କଟକ: କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ଆରମ୍ଭ କରିଛନ୍ତି କେତେକ ଚିଟ୍‌ଫଣ୍ଡ ସଂସ୍ଥା। ଚିଟଫଣ୍ଡ କମିଶନ କାର୍ଯ୍ୟାଳୟର ସୂଚନା ଅନୁସାରେ ପ୍ରାୟ ୨୨ଟି କମ୍ପାନୀ ୧୨ଶହରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତ କରିଛନ୍ତି। କୋଲକାତା ସ୍ଥିତ ପ୍ରୟାଗ ଇନ୍ଫେଟେକ୍ ହାଇଲାଇନ ପକ୍ଷରୁ ସର୍ବାଧିକ ୧ହଜାର ୧୯ଜଣଙ୍କୁ ଟଙ୍କା ଫେରସ୍ତ କରାଯାଇଛି। ସେହିପରି ରୋଜଭ୍ୟାଲି ୫୨ ଜଣ, ଓମଶ୍ରୀ ରିସୋର୍ସେସ୍ ୩୪ ଜଣ ଓ ସ୍ୱାଭିମାନ ଡେଭଲପର୍ସ ୧୬ଜଣଙ୍କୁ ଜମାଟଙ୍କା ଫେରାଇଥିବା କମିଶନଙ୍କୁ ପ୍ରମାଣ ଦେଇଛନ୍ତି। ସେପଟେ ଆସନ୍ତା ଜୁନ ମାସ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ କ୍ଷୁଦ୍ର ଜମାକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବେ କମିଶନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story