ପୁନଃନିଯୁକ୍ତି ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ଡିସେମ୍ବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଲା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ନିଯୁକ୍ତି ବାତିଲକୁ ବିରୋଧ କରି ରାଜ୍ୟ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଚଳାଇଥିବା ଆନ୍ଦୋଳନକୁ ଆଜିଠାରୁ ଡିସେମ୍ବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ନିଯୁକ୍ତି ବାତିଲ ହୋଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ପୁନଃନିଯୁକ୍ତି ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଗଣଶିକ୍ଷାମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏବଂ ଶିକ୍ଷକ ସଂଘ ମଧ୍ୟରେ ଆଜି ଏନେଇ ଆଲୋଚନା ହୋଇଥିଲା। ଡିସେମ୍ୱର ୪ତାରିଖରେ ସ୍ୟାଟ ରାୟ ପ୍ରକାଶ ପାଇବା ସମ୍ଭାବନା ରହିଛି। ତେଣୁ […]

chuktibhitika-sikhyaka

chuktibhitika-sikhyaka

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 09:50 AM IST

Sports

Latest News

ଭୁବନେଶ୍ୱର: ନିଯୁକ୍ତି ବାତିଲକୁ ବିରୋଧ କରି ରାଜ୍ୟ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଚଳାଇଥିବା ଆନ୍ଦୋଳନକୁ ଆଜିଠାରୁ ଡିସେମ୍ବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ନିଯୁକ୍ତି ବାତିଲ ହୋଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ପୁନଃନିଯୁକ୍ତି ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ସଂଘ ଏଭଳି ନିଷ୍ପତ୍ତି ନେଇଛି।

ଗଣଶିକ୍ଷାମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏବଂ ଶିକ୍ଷକ ସଂଘ ମଧ୍ୟରେ ଆଜି ଏନେଇ ଆଲୋଚନା ହୋଇଥିଲା। ଡିସେମ୍ୱର ୪ତାରିଖରେ ସ୍ୟାଟ ରାୟ ପ୍ରକାଶ ପାଇବା ସମ୍ଭାବନା ରହିଛି। ତେଣୁ ରାୟ ପ୍ରକାଶ ପରେ ଡିସେମ୍ୱର ଦ୍ୱିତୀୟ ସପ୍ତାହ ଭିତରେ ପୁନଃ ନିଯୁକ୍ତ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନାବେଳେ ଶିକ୍ଷକଙ୍କୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସଂଘ କହିଛି।

ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି ଯେ ଚାକିରି ହରାଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ସରକାର ପୁନଃନିଯୁକ୍ତି ଦେବେ ବୋଲି ବୈଠକରେ ଗଣ ଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କାହାରି ଚାକିରି ଯିବନି ବୋଲି ସେ କହିଛନ୍ତି। ଡିସେମ୍ବର ୪ ତାରିଖରେ ଟ୍ରିବ୍ୟୁନାଲରେ ଏହି ପ୍ରସଙ୍ଗରେ ରାୟ ଆସିବାର ଅଛି। ରାୟ ଆସିବା ପରେ ସରକାର ପୁନଃନିଯୁକ୍ତି ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି। ତେଣୁ ସଂଘ ଡିସେମ୍ବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story