ନଦୀରେ ଭାସିଗଲେ ନବମ ଶ୍ରେଣୀ ଛାତ୍ର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲା ଝିରିପାଣିରେ ଥିବା କୋଏଲ ସେତୁରୁ କୋଏଲ ନଦୀରେ ପଡି ଜଣେ ଛାତ୍ର ଭାସି ଯାଇଥିବାର ଖବର ମିଳିବା ପରେ ପୁଲିସ ଏବଂ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ନିଖୋଜ ଛାତ୍ର କୋଏଲ ନଗର ସି ବ୍ଲକରେ ରୁହନ୍ତି । ସେ MGM ସ୍କୁଲର ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ବ୍ରିଜ ଉପରେ ଛାତ୍ରଟିର ସାଇକେଲ ଏବଂ ବ୍ୟାଗ ପଡ଼ିଛି । ତେବେ ଅନ୍ୟ ସାଙ୍ଗ […]

654

654

Tapas Behera
  • Published: Thursday, 26 September 2019
  • Updated: 26 September 2019, 06:29 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲା ଝିରିପାଣିରେ ଥିବା କୋଏଲ ସେତୁରୁ କୋଏଲ ନଦୀରେ ପଡି ଜଣେ ଛାତ୍ର ଭାସି ଯାଇଥିବାର ଖବର ମିଳିବା ପରେ ପୁଲିସ ଏବଂ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।

ନିଖୋଜ ଛାତ୍ର କୋଏଲ ନଗର ସି ବ୍ଲକରେ ରୁହନ୍ତି । ସେ MGM ସ୍କୁଲର ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ବ୍ରିଜ ଉପରେ ଛାତ୍ରଟିର ସାଇକେଲ ଏବଂ ବ୍ୟାଗ ପଡ଼ିଛି । ତେବେ ଅନ୍ୟ ସାଙ୍ଗ ମାନଙ୍କ ସହ ସେଲଫି ନେବା ବେଳେ ସେ ବ୍ରିଜରୁ ପଡିଯାଇଛନ୍ତି କି ନିଜେ ଡେଇଁ ପଡିଛନ୍ତି ତାହା ଜଣାପଡ଼ିନାହିଁ । କୋଏଲ ନଦୀରେ ପ୍ରଖର ସ୍ରୋତ ଥିବାରୁ ଅଗ୍ନିଶ୍ରମ ବିଭାଗ ଖୋଜିବାରେ ବାଧା ଉପୁଜିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story