ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବନ୍ଦ କଲେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ

କୋରାପୁଟ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବନ୍ଦ କଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ଅଭିଯୋଗ ଅନୁସାରେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ଶିକ୍ଷକଙ୍କ ବଦଳି ସଂପର୍କିତ ସମସ୍ୟା ନେଇ ଡିଇଓଙ୍କୁ ଭେଟିବାକୁ ଯାଇଥିଲେ।  ତେବେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ବି ଡିଇଓ ଅଫିସକୁ ଆସିନଥିଲେ। ଏହାର ପ୍ରତିବାଦରେ ବିଧାୟକଙ୍କ ସମର୍ଥକମାନେ ସବୁ କର୍ମଚାରୀଙ୍କୁ ବାହାରକୁ ବାହାର କରି କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି।

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 02:12 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story