ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ଅର୍ଥ ଦାବି କଲେ ବୈଜୟନ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ଓଡ଼ିଶା ବହୁତ ଆଗରେ ରହିଛି। ରାଜ୍ୟ ସରକାର ସହରାଞ୍ଚଳରେ ଗରିବଙ୍କ ପାଇଁ ଘର ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ ଦିଆଯାଇଥିବା ପାଣ୍ଠିର ଉଚିତ୍‌ ବ୍ୟବହାର କରିଛନ୍ତି। ଅନେକ ରାଜ୍ୟରେ ଏଭଳି ଗୃହ ନିର୍ମାଣ କରାଯାଉଛି, ହେଲେ ଏହା ଅବ୍ୟବହୃତ ହୋଇ ରହିଛି। ତେବେ ସହରାଞ୍ଚରେ ଗୃହ ନିର୍ମାଣ ପାଇଁ ଓଡ଼ିଶାକୁ ଦିଆଯାଇଥିବା ଟାର୍ଗେଟ୍‌ର ମାତ୍ର ୨ ପ୍ରତିଶତ ବାକି ରହିଛି। ଯେଉଁଠାରେ ଏହି ଅର୍ଥର ସଦ୍‌ ବ୍ୟବହାର କରାଯାଉଛି […]

bj

bj

Rakesh Mallick
  • Published: Tuesday, 03 May 2016
  • Updated: 03 May 2016, 06:06 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ଓଡ଼ିଶା ବହୁତ ଆଗରେ ରହିଛି। ରାଜ୍ୟ ସରକାର ସହରାଞ୍ଚଳରେ ଗରିବଙ୍କ ପାଇଁ ଘର ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ ଦିଆଯାଇଥିବା ପାଣ୍ଠିର ଉଚିତ୍‌ ବ୍ୟବହାର କରିଛନ୍ତି। ଅନେକ ରାଜ୍ୟରେ ଏଭଳି ଗୃହ ନିର୍ମାଣ କରାଯାଉଛି, ହେଲେ ଏହା ଅବ୍ୟବହୃତ ହୋଇ ରହିଛି। ତେବେ ସହରାଞ୍ଚରେ ଗୃହ ନିର୍ମାଣ ପାଇଁ ଓଡ଼ିଶାକୁ ଦିଆଯାଇଥିବା ଟାର୍ଗେଟ୍‌ର ମାତ୍ର ୨ ପ୍ରତିଶତ ବାକି ରହିଛି। ଯେଉଁଠାରେ ଏହି ଅର୍ଥର ସଦ୍‌ ବ୍ୟବହାର କରାଯାଉଛି ସେହି ରାଜ୍ୟକୁ ଅଧିକ ପାଣ୍ଠି ଯୋଗାଇ ଦେବାକୁ ଆଜି ସଂସଦରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଦାବି କରିଛନ୍ତି।

ଆଜି ଲୋକସଭାରେ ଆବାସିକ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରାଳୟର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ବୈଜୟନ୍ତ କହିଛନ୍ତି, “ଅର୍ଥର ଉଚିତ ବ୍ୟବହାର କରାଯାଉଛି କି ନାହିଁ ତାହା ଜାଣିବା ଲାଗି ଏକ ସଂସ୍ଥା ଗଠନ କରାଯିବା ଦରକାର। ସେହିଭଳି ସହରାଞ୍ଚଳରୁ ଦାରିଦ୍ର୍ୟ ନିର୍ମୂଳ ନ କଲେ ଦେଶର ଉନ୍ନତି ହୋଇପାରିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story