ଦଳୀୟ ବିଧାୟକଙ୍କୁ ଏମିତି ପରାମର୍ଶ ଦେଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରପୋର୍ଟର): ରାଜ୍ୟରେ କରୋନା ଓ ବନ୍ୟା ପରିସ୍ଥିତି ବେଳେ ଲୋକଙ୍କ ସହ ରହିବାକୁ ଦଳୀୟ ବିଧାୟକଙ୍କୁ ଆଜି ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ ବିଧାୟକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ଅଞ୍ଚଳରେ ଜେଇଇ ଓ ନିଟ୍ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ସହଯୋଗ କରନ୍ତୁ। ସବୁ ପିଲା ଆମ ପରିବାରର। ସେମାନଙ୍କ ସାଥିରେ ରହନ୍ତୁ, ସହଯୋଗ କରନ୍ତୁ। ନବୀନ ଆହୁରି କହିଛନ୍ତି ଯେ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି […]

cmo

cmo

Tapaswini Nayak
  • Published: Sunday, 30 August 2020
  • Updated: 30 August 2020, 02:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରପୋର୍ଟର): ରାଜ୍ୟରେ କରୋନା ଓ ବନ୍ୟା ପରିସ୍ଥିତି ବେଳେ ଲୋକଙ୍କ ସହ ରହିବାକୁ ଦଳୀୟ ବିଧାୟକଙ୍କୁ ଆଜି ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଦଳୀୟ ବିଧାୟକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ଅଞ୍ଚଳରେ ଜେଇଇ ଓ ନିଟ୍ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ସହଯୋଗ କରନ୍ତୁ। ସବୁ ପିଲା ଆମ ପରିବାରର। ସେମାନଙ୍କ ସାଥିରେ ରହନ୍ତୁ, ସହଯୋଗ କରନ୍ତୁ।

ନବୀନ ଆହୁରି କହିଛନ୍ତି ଯେ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ ଲୋକଙ୍କ ସାଥିରେ ରୁହନ୍ତୁ।

ଏହାଛଡ଼ା କରୋନା ମୁକାବିଲାରେ ନିୟୋଜିତ ଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ କାମକୁ ପ୍ରଂଶସା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ଭିଡିଓ କନଫରେନ୍ସିଂରେ ବିଜେଡି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story