ମୁଖ୍ୟମନ୍ତ୍ରୀ ତୁରନ୍ତ କୃଷିମନ୍ତ୍ରୀଙ୍କୁ ଦାୟିତ୍ୱମୁକ୍ତ କରନ୍ତି: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଚାଷୀଙ୍କ ପାଇଁ ଥିବା ଯୋଜନା ଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନି। ଚାଷୀ ଧାରକରଜ କରୁଛି। ଋଣ ଟଙ୍କା ସୁଝି ନ ପାରି ଆତ୍ମହତ୍ୟା କରୁଛି। ଏପରି ସମ୍ୱେଦନଶୀଳ ଘଟଣାରେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। କୃଷିମନ୍ତ୍ରୀ ମୃତ୍ୟୁବରଣ କରୁଥିବା ଚାଷୀଙ୍କ ପରିବାର ସଦସ୍ୟଙ୍କୁ ଭେଟୁ ନାହାନ୍ତି। ତଦନ୍ତ ପାଇଁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ପଠାଇ ନିଜ ମୁଣ୍ଡରୁ ଦୋଷ ଛଡାଇ ଦେଉଛନ୍ତି। ଯଦି କୃଷିମନ୍ତ୍ରୀ ନିଜ ଦାୟିତ୍ୱ ସମ୍ଭାଳି ପାରୁନାହାନ୍ତି […]

bjp

bjp

Rakesh Mallick
  • Published: Thursday, 16 March 2017
  • Updated: 16 March 2017, 09:09 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଚାଷୀଙ୍କ ପାଇଁ ଥିବା ଯୋଜନା ଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନି। ଚାଷୀ ଧାରକରଜ କରୁଛି। ଋଣ ଟଙ୍କା ସୁଝି ନ ପାରି ଆତ୍ମହତ୍ୟା କରୁଛି। ଏପରି ସମ୍ୱେଦନଶୀଳ ଘଟଣାରେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। କୃଷିମନ୍ତ୍ରୀ ମୃତ୍ୟୁବରଣ କରୁଥିବା ଚାଷୀଙ୍କ ପରିବାର ସଦସ୍ୟଙ୍କୁ ଭେଟୁ ନାହାନ୍ତି। ତଦନ୍ତ ପାଇଁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ପଠାଇ ନିଜ ମୁଣ୍ଡରୁ ଦୋଷ ଛଡାଇ ଦେଉଛନ୍ତି। ଯଦି କୃଷିମନ୍ତ୍ରୀ ନିଜ ଦାୟିତ୍ୱ ସମ୍ଭାଳି ପାରୁନାହାନ୍ତି ସେ କହିଁକି ଓଡ଼ିଶାବାସୀଙ୍କ ଉପରେ ବୋଝ ହୋଇ ରହିବେ? ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯଥାଶୀଘ୍ର ତାଙ୍କୁ ଦାୟିତ୍ୱ ମୁକ୍ତ କରନ୍ତୁ ବୋଲି ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି।

ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି,“ରାଜ୍ୟରେ ଚାଷୀମାନେ ସମବାୟ ବ୍ୟାଙ୍କରୁ ଠିକ୍‌ ସମୟରେ ଋଣ ପାଉନାହାନ୍ତି। ଫଳରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାହୁକାରଙ୍କଠାରୁ ଋଣ ନେଇ ସୁଝି ପାରୁନାହାନ୍ତି। ଗତବର୍ଷ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି।”

ସେ କହିଛନ୍ତି,“ଗତକାଲି ଓଡ଼ିଶା ବିଧାନସଭାରେ ଜଳସେଚନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେଉଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ସେହି ସମୟରେ ଗୃହରେ ଜଳସେଚନ ବିଭାଗର ମନ୍ତ୍ରୀ ନ ଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story