ମୁମ୍ବାଇରେ ଶୁଭିଲା ନବୀନ ବିରୋଧୀ ନାରା, ବିକ୍ଷୋଭକାରୀ କହିଲେ ଗୋ ବ୍ୟାକ୍‌ ଗୋ ବ୍ୟାକ୍‌

ମୁମ୍ବାଇ,(ଓଡ଼ିଶା ରିପୋର୍ଟର): ‘ନବୀନ ପଟ୍ଟନାୟକ ଗୋ ବ୍ୟାକ୍ ଗୋ ବ୍ୟାକ୍‌। କୁନ୍ଦୁଲି ପୀଡ଼ତାଙ୍କୁ ନ୍ୟାୟ ନ୍ୟାୟ ଦିଅ’। ଆଜି ଏମିତି କିଛି ନାରାରେ କମ୍ପିଥିଲା ମୁମ୍ବାଇ। କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟକୁ ନେଇ ମୁମ୍ବାଇ ବି ମର୍ମାହତ ହୋଇଛି।  ଆଜି ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ କରିଛନ୍ତି ପ୍ରବାସୀ ଓଡ଼ିଆ। କୁନ୍ଦୁଲି ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଳୋଗାନବାଜି   ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  ‘ଟଲ୍  ମ୍ୟାନ୍ ପୁସ୍ତକ’ ପ୍ରେଜେଣ୍ଟେସନ ସେରିମନି ପାଇଁ […]

p-222

p-222

Rakesh Mallick
  • Published: Saturday, 03 February 2018
  • Updated: 03 February 2018, 09:27 PM IST

Sports

Latest News

ମୁମ୍ବାଇ,(ଓଡ଼ିଶା ରିପୋର୍ଟର): ‘ନବୀନ ପଟ୍ଟନାୟକ ଗୋ ବ୍ୟାକ୍ ଗୋ ବ୍ୟାକ୍‌। କୁନ୍ଦୁଲି ପୀଡ଼ତାଙ୍କୁ ନ୍ୟାୟ ନ୍ୟାୟ ଦିଅ’। ଆଜି ଏମିତି କିଛି ନାରାରେ କମ୍ପିଥିଲା ମୁମ୍ବାଇ। କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟକୁ ନେଇ ମୁମ୍ବାଇ ବି ମର୍ମାହତ ହୋଇଛି।  ଆଜି ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ କରିଛନ୍ତି ପ୍ରବାସୀ ଓଡ଼ିଆ। କୁନ୍ଦୁଲି ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଳୋଗାନବାଜି   ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  ‘ଟଲ୍  ମ୍ୟାନ୍ ପୁସ୍ତକ’ ପ୍ରେଜେଣ୍ଟେସନ ସେରିମନି ପାଇଁ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଯାଇଥିବାବେଳେ ଏଭଳି ବିରୋଧର ସାମ୍ନା  କରିଛନ୍ତି। ଓ୍ବାଇ.ବି.ଚୌହ୍ୱାନ ଅଡିଟୋରିୟମ ସାମ୍ନାରେ ପ୍ରବାସୀ ଓଡ଼ିଆ ଏହି ନାରାବାଜି କରିଛନ୍ତି ।

ପରେ  ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାରାବାଜି କରୁଥିବା ୧୫ରୁ ଅଧିକ ପ୍ରବାସୀ ଓଡ଼ଆଙ୍କୁ ଉଠାଇନେଇଛି । ଏହି କାର୍ଯ୍ୟକ୍ରମରେ ପୁସ୍ତକର ଲେଖକ ସୁନ୍ଦର ଗଣେଶନ, ସମୀକ୍ଷକ ସୁବ୍ରତ ବାଗଚି,   ବିଶିଷ୍ଟ ବଂଶୀବାଦକ ହରିପ୍ରସାଦ ଚୌରାସିଆ, ଡା. ରମାକାନ୍ତ ପଣ୍ଡା, ମୁମ୍ବାଇର ପୂର୍ବତନ ପୋଲିସ କମିଶନର  ଅରୂପ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।  ପୂର୍ବରୁ ଗତ ଜାନୁଆରୀ ୨୭ ତାରିଖରେ ଭୁବନେଶ୍ୱରରେ ଏହି  ପୁସ୍ତକର ଭବ୍ୟ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା।  ଯେଉଁଥିରେ ବହୁ ଜାତୀୟ ସ୍ତରର ନେତା ଯୋଗ  ଦେଇଥିଲେ।

https://youtu.be/6_ZyhX99h2s

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story