କଡା ସୁରକ୍ଷାରେ ବାଣୀବିହାର ଗଲେ ମୁଖ୍ୟମନ୍ତ୍ରୀ: କଲେ ଲାଙ୍ଗୁଏଜ କ୍ଲବର ଉଦ୍‌ଘାଟନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଣୀବିହାର ଗସ୍ତରେ ଯାଇ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। ପରେ ବିଶ୍ୱବିଦ୍ୟାଳୟ ପରିସରରେ ଲାଙ୍ଗୁଏଜ୍ କ୍ଲବର ଉଦ୍‌ଘାଟନ ସହ ଏଚ୍ଆରଡି ସେଣ୍ଟର, କନ୍‌ଭେନ୍‌ସନ୍‌ କମ୍ ଆଉଟରିଚ୍‌ ସେଣ୍ଟର, ବାୟୋଟେକ୍ନୋଲଜି ଆନେକ୍ସ ଓ ସେଣ୍ଟ୍ରାଲ ଇନ୍‌ଷ୍ଟ୍ରୁମେସନ୍‌ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା, ସଂସ୍କୃତି ଓ ପର୍ଯ୍ୟଟନ୍‌ ମନ୍ତ୍ରୀ ଅଶୋକ ଚନ୍ଦ୍ର […]

cm

cm

Rakesh Mallick
  • Published: Friday, 28 April 2017
  • Updated: 28 April 2017, 09:15 PM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଣୀବିହାର ଗସ୍ତରେ ଯାଇ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। ପରେ ବିଶ୍ୱବିଦ୍ୟାଳୟ ପରିସରରେ ଲାଙ୍ଗୁଏଜ୍ କ୍ଲବର ଉଦ୍‌ଘାଟନ ସହ ଏଚ୍ଆରଡି ସେଣ୍ଟର, କନ୍‌ଭେନ୍‌ସନ୍‌ କମ୍ ଆଉଟରିଚ୍‌ ସେଣ୍ଟର, ବାୟୋଟେକ୍ନୋଲଜି ଆନେକ୍ସ ଓ ସେଣ୍ଟ୍ରାଲ ଇନ୍‌ଷ୍ଟ୍ରୁମେସନ୍‌ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା, ସଂସ୍କୃତି ଓ ପର୍ଯ୍ୟଟନ୍‌ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ତେବେ ମୁଖ୍ୟମନ୍ତ୍ରୀ ଗସ୍ତକୁ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ ଛାତ୍ର କଂଗ୍ରେସ ପକ୍ଷରୁ ଏକ ବାଇକ୍  ରାଲି କରାଯାଇଥିଲା। ପୋଲିସ୍ ଏହାକୁ ବାରଣ କରିବାରୁ ଉତ୍ତେଜନା ଦେଖା ଦେଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍ ପ୍ରାୟ ୫୦ ଜଣ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story