ଲୋକାଭିମୁଖୀ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ କୋରାପୁଟ ଗସ୍ତରେ ଯାଇ ଉନ୍ନୟନ ମୂଳକ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଲମତାପୁଟ ଯାଇ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ପରେ ଦାମନଯୋଡ଼ି ଆଲୁମିନା ଉଚ୍ଚ ବିଦ୍ୟାଳୟରେ ଜନଜାତି ଛାତ୍ରୀ ନିବାସ, ନନ୍ଦପୁର ବ୍ଲକ ମିନି ଷ୍ଟାଡିୟମ୍‌ ଓ ୮୦ ଲକ୍ଷ ଟଙ୍କା ବ୍ୟୟରେ ଦଶମନ୍ତପୁରରେ ଏକ ବିଦ୍ୟୁତ୍‌ ସବ୍‌ଷ୍ଟସନ୍‌ ଲୋକାର୍ପିତ କରିଥିଲେ। ତା’ପରେ ନାରାୟଣପାଟଣାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଯୋଜନାର ଉଦ୍‌ଘାଟନ କରିଛନ୍ତି।

naveen

naveen

Rakesh Mallick
  • Published: Friday, 18 November 2016
  • Updated: 18 November 2016, 09:33 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story