ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପିସିସି ସଭାପତି

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଦୁର୍ନୀତିରେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା ସରୋଜଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ସରୋଜଙ୍କୁ ଡାକି ସିବିଆଇ ଜେରା କରିଥିବା ଓଟିଭି ଖୋଲାକଥାର ଏକ ସାକ୍ଷାତକାରରେ ପ୍ୟାରୀମୋହନ ମହାପାତ୍ର କହିଥିବା ଏକ କଥାକୁ ଉଲ୍ଲେଖ କରି ପ୍ରସାଦ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ସରୋଜ ମୁଖ୍ୟମନ୍ତ୍ରୀଙ୍କ ପ୍ରାଧୀକୃତ ସ୍ୱାକ୍ଷରକାରୀ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସରୋଜକୁ ଜେରା ପରଠାରୁ ସିବିଆଇ ତଦନ୍ତ କାହିଁକି ଅଟକିଲା […]

pcc

pcc

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 05:37 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଦୁର୍ନୀତିରେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା ସରୋଜଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ସରୋଜଙ୍କୁ ଡାକି ସିବିଆଇ ଜେରା କରିଥିବା ଓଟିଭି ଖୋଲାକଥାର ଏକ ସାକ୍ଷାତକାରରେ ପ୍ୟାରୀମୋହନ ମହାପାତ୍ର କହିଥିବା ଏକ କଥାକୁ ଉଲ୍ଲେଖ କରି ପ୍ରସାଦ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ସରୋଜ ମୁଖ୍ୟମନ୍ତ୍ରୀଙ୍କ ପ୍ରାଧୀକୃତ ସ୍ୱାକ୍ଷରକାରୀ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସରୋଜକୁ ଜେରା ପରଠାରୁ ସିବିଆଇ ତଦନ୍ତ କାହିଁକି ଅଟକିଲା ମୁଖ୍ୟମନ୍ତ୍ରୀ ତାହାର ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story