ଦୁଇ ସାହସୀ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ସାହସୀ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ସେମାନେ ହେଲେ କୋରୋଇ ନୋଡାଲ ହାଇସ୍କୁଲର ଦୁଇ ଛାତ୍ର ତୋସିଫ ରାଜା ଓ ମହମ୍ମଦ ସୋଏବ ଅଖତର। ଗଣେଶ ପୂଜା ଦିନ ନିଜ ଜୀବନକୁ ବାଜି ଲଗାଇ ଜଣେ ପାଞ୍ଚ ବର୍ଷର ଶିଶୁକୁ ପୋଖରୀରୁ ଉଦ୍ଧାର କରିଥିଲେ। ଉଦ୍ଧାର ଶିଶୁର ପେଟରୁ ପାଣି ବାହାର କରିବା ପରେ ତାଙ୍କୁ ଘରେ ଛାଡ଼ି ଦେଇଥିଲେ। ଦୁଇ ଛାତ୍ରଙ୍କ ଏଭଳି ସାହସିକତା ପାଇଁ ସାରା ରାଜ୍ୟରୁ […]

cmo.jpg,,,,

cmo.jpg,,,,

Tapaswini Nayak
  • Published: Wednesday, 11 September 2019
  • Updated: 11 September 2019, 01:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ସାହସୀ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ସେମାନେ ହେଲେ କୋରୋଇ ନୋଡାଲ ହାଇସ୍କୁଲର ଦୁଇ ଛାତ୍ର ତୋସିଫ ରାଜା ଓ ମହମ୍ମଦ ସୋଏବ ଅଖତର।

ଗଣେଶ ପୂଜା ଦିନ ନିଜ ଜୀବନକୁ ବାଜି ଲଗାଇ ଜଣେ ପାଞ୍ଚ ବର୍ଷର ଶିଶୁକୁ ପୋଖରୀରୁ ଉଦ୍ଧାର କରିଥିଲେ। ଉଦ୍ଧାର ଶିଶୁର ପେଟରୁ ପାଣି ବାହାର କରିବା ପରେ ତାଙ୍କୁ ଘରେ ଛାଡ଼ି ଦେଇଥିଲେ। ଦୁଇ ଛାତ୍ରଙ୍କ ଏଭଳି ସାହସିକତା ପାଇଁ ସାରା ରାଜ୍ୟରୁ ପ୍ରଶଂସାରୁ ସୁଅ ଛୁଟିବା ପରେ ମୁଖ୍ୟମନ୍ତ୍ରୀ ଦୁହିଁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos