‘ମୋ ଜନ୍ମଦିନ ନପାଳି ଅନାଥ ଆଶ୍ରମ, ଭିନ୍ନକ୍ଷମଙ୍କ ପାଖକୁ ଯାଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିନ। କିନ୍ତୁ ନବୀନ ଜନ୍ମ ଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ  ବାତ୍ୟା ଫୋନି ଯୋଗୁ ହୋଇଥିବା କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳିବେନି ବୋଲି ସୂଚନା ଦେଇଛନ୍ତି । ତା’ ସହ ଶୁଭେଚ୍ଛୁ ଏବଂ ସମର୍ଥକମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବାକୁ ନିବେଦନ କରିଛନ୍ତି। ନବୀନ ନିବାସ ନଆସି ଅନାଥ ଆଶ୍ରମ, ଭିନ୍ନକ୍ଷମଙ୍କ ପାଖକୁ ଯିବାକୁ […]

4321-750x430

4321-750x430

Tapas Behera
  • Published: Tuesday, 15 October 2019
  • Updated: 15 October 2019, 04:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିନ। କିନ୍ତୁ ନବୀନ ଜନ୍ମ ଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ  ବାତ୍ୟା ଫୋନି ଯୋଗୁ ହୋଇଥିବା କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳିବେନି ବୋଲି ସୂଚନା ଦେଇଛନ୍ତି । ତା’ ସହ ଶୁଭେଚ୍ଛୁ ଏବଂ ସମର୍ଥକମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବାକୁ ନିବେଦନ କରିଛନ୍ତି।
ନବୀନ ନିବାସ ନଆସି ଅନାଥ ଆଶ୍ରମ, ଭିନ୍ନକ୍ଷମଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇଛନ୍ତି ନବୀନ। କେବଳ ସେତିକି ନୁହଁ ନିଜ ଜନ୍ମଦିନ, ପିଲାଙ୍କ ଜନ୍ମଦିନ, ବିବାହ ବାର୍ଷିକୀରେ ସେଠାକୁ  ଯିବାକୁ ଶୁଭେଚ୍ଛକମାନଙ୍କୁ ସେ ନିବେଦନ କରିଛନ୍ତି। ସାଥୀରେ ପିଲାଙ୍କୁ ନିଅନ୍ତୁ ଏବଂ ସେମାନଙ୍କ ପାଇଁ କିଛି କରନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story