ସରକାରଙ୍କ ୟୁ ଟର୍ଣ୍ଣ; ଅଣ୍ଡା ଫିଙ୍ଗି ଥିବା ମହିଳାଙ୍କ ଉପରୁ ମାମଲା ପ୍ରତ୍ୟାହର କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ତଳସାରୀରେ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡା ମାଡ଼ ଘଟଣାରେ ସରକାର ୟୁ ଟର୍ଣ୍ଣ ନେଇଛନ୍ତି। ଅଣ୍ଡାମାଡ଼ କରିଥିବା ମହିଳା ରାଜେଶ୍ୱରୀ କାମିଲାଙ୍କ ଉପରୁ ସବୁ ମାମଲା ପ୍ରତ୍ୟାହାର ହେବ। ତାଙ୍କ ଉପରୁ ସବୁ ମାମଲା ଉଠାଇ ନେବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଜାନୁଆରୀ ୩୧ ତାରିଖରେ ଘଟିଥିବା ଏହି ଅଣ୍ଡାମାଡ଼ ଘଟଣା ପରେ ପୋଲିସ ନିଜ ଆଡୁ ରାଜେଶ୍ୱରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଦଫା ୩୦୭ ଲଗାଇଥିଲେ। ପରେ […]

rajeswari

rajeswari

Rakesh Mallick
  • Published: Sunday, 11 February 2018
  • Updated: 11 February 2018, 02:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ତଳସାରୀରେ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡା ମାଡ଼ ଘଟଣାରେ ସରକାର ୟୁ ଟର୍ଣ୍ଣ ନେଇଛନ୍ତି। ଅଣ୍ଡାମାଡ଼ କରିଥିବା ମହିଳା ରାଜେଶ୍ୱରୀ କାମିଲାଙ୍କ ଉପରୁ ସବୁ ମାମଲା ପ୍ରତ୍ୟାହାର ହେବ। ତାଙ୍କ ଉପରୁ ସବୁ ମାମଲା ଉଠାଇ ନେବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଜାନୁଆରୀ ୩୧ ତାରିଖରେ ଘଟିଥିବା ଏହି ଅଣ୍ଡାମାଡ଼ ଘଟଣା ପରେ ପୋଲିସ ନିଜ ଆଡୁ ରାଜେଶ୍ୱରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଦଫା ୩୦୭ ଲଗାଇଥିଲେ। ପରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇବା ବେଳେ ପୋଲିସ ୩୦୭ ଦଫା ଉଠାଇ ଦେଇଥିଲା।

ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରି ମହିଳାଙ୍କ ସ୍ୱାମୀ ତଥା ବିଜେପି କର୍ମୀ ଦିଲୀପ କାମିଲାଙ୍କୁ  ଘଟଣା ପରଦିନ ପୋଲିସ୍ ଗିରଫ କରିଥିଲା।  ରାଜେଶ୍ୱରୀ କହିଛନ୍ତି,“ନାରୀ ଜାଗୃତି ଭୟରେ ସରକାର ମାମଲା ହଟାଇଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos