ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇ ସାରିଛି। ଦିନ ସାଢ଼େ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଭଞ୍ଜନଗରରେ ନିର୍ମିତ ନୂତନ ଥାନା ଗୃହ ଉଦଘାଟନ କରିବେ। ପରେ ସେ  ଆଇଟିଆଇ, ଆରଟିଓ ଅଫିସ ଓ କୋକଲବା ବ୍ରିଜ ନିର୍ମାଣ ପାଇଁ ଶିଳାନ୍ୟାସ ସହ ହିଞ୍ଜିଳିକାଟୁରେ ଆୟୋଜିତ ଭିନ୍ନକ୍ଷମ ଶିବିରରେ ହିତାଧିକାରୀଙ୍କୁ ଉପରକରଣ ଓ ସହାୟତା ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି। ଏହା […]

naveen-patnaik

naveen-patnaik

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 08:18 AM IST

Sports

Latest News

ଭୁବନେଶ୍ୱର: ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇ ସାରିଛି। ଦିନ ସାଢ଼େ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଭଞ୍ଜନଗରରେ ନିର୍ମିତ ନୂତନ ଥାନା ଗୃହ ଉଦଘାଟନ କରିବେ। ପରେ ସେ  ଆଇଟିଆଇ, ଆରଟିଓ ଅଫିସ ଓ କୋକଲବା ବ୍ରିଜ ନିର୍ମାଣ ପାଇଁ ଶିଳାନ୍ୟାସ ସହ ହିଞ୍ଜିଳିକାଟୁରେ ଆୟୋଜିତ ଭିନ୍ନକ୍ଷମ ଶିବିରରେ ହିତାଧିକାରୀଙ୍କୁ ଉପରକରଣ ଓ ସହାୟତା ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲ ପରିସରରେ ନିର୍ମିତ ନୂତନ ସୁପର ସ୍ପେଶାଲିଟି ବିଲଡିଂର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାସହ ରେଲୱେ ଓଭରବ୍ରିଜର ଶିଳାନ୍ୟାସ  କରିବେ ନବୀନ। ଜିଲ୍ଲାରେ ମୋଟ ୧୧୯ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଜିଲ୍ଲାର ୨୬ ହଜାରରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମଙ୍କୁ ବିଭିନ୍ନ ସହାୟତା ଓ ଉପକରଣ ପ୍ରଦାନ କରିବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story