ସିଏମ୍‌ସି ୨୧ ନମ୍ବର ୱାର୍ଡ ଉପନିର୍ବାଚନକୁ ନେଇ କଟକ ରାଜନୀତି ସରଗରମ

କଟକ: ଜୁନ ୩ ତାରିଖରେ ହେବାକୁ ଥିବା ସିଏମସିର ୨୧ ନମ୍ବର ୱାର୍ଡ ଉପ ନିର୍ବାଚନ ନେଇ କଟକ ରାଜନୀତି ସରଗରମ ହେବାରେ ଲାଗିଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛନ୍ତି। ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖରେ ୩ ଦଳର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବେ। ୨୧ ନମ୍ବର ୱାର୍ଡ ପାଇଁ ବିଜେଡି ତୁଳସୀ ବେହେରାଙ୍କ ନାଁ ଘୋଷଣା କରିଥିବା ବେଳେ ବିଜେପି ପଦ୍ମିନୀ […]

Cmc-office

Cmc-office

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 11:43 AM IST

Sports

Latest News

କଟକ: ଜୁନ ୩ ତାରିଖରେ ହେବାକୁ ଥିବା ସିଏମସିର ୨୧ ନମ୍ବର ୱାର୍ଡ ଉପ ନିର୍ବାଚନ ନେଇ କଟକ ରାଜନୀତି ସରଗରମ ହେବାରେ ଲାଗିଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛନ୍ତି। ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖରେ ୩ ଦଳର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବେ।

୨୧ ନମ୍ବର ୱାର୍ଡ ପାଇଁ ବିଜେଡି ତୁଳସୀ ବେହେରାଙ୍କ ନାଁ ଘୋଷଣା କରିଥିବା ବେଳେ ବିଜେପି ପଦ୍ମିନୀ ବେହେରା ଏବଂ କଂଗ୍ରେସ ଗୌରୀ ଦାସଙ୍କ ନାଁ ଘୋଷଣା କରିଛି।

ଏହି ଉପ ନିର୍ବାଚନରେ ଶାସକ ବିଜେଡିକୁ ମାତ ଦେବା ପାଇଁ କଂଗ୍ରେସ ଓ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ବେଳେ ଶାସକ ବିଜେଡି ମଧ୍ୟ ପଛରେ ନାହିଁ। ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ ପରେ ହିଁ ନିର୍ବାଚନୀ ମଇଦାନରେ ଲଢେଇ ଜୋରଦାର ହେବ ବୋଲି ଆଶାୟୀ ପ୍ରାର୍ଥୀମାନେ କହିଛନ୍ତି।

ପ୍ରାର୍ଥିପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଡିଏମ୍‌ ଲକ୍ଷ୍ମୀଧର ମହାନ୍ତି ନିର୍ବାଚନ ଅଧିକାରୀ ଦାୟିତ୍ୱରେ ରହିଛନ୍ତି। ଦିନ ୧୧ଟା ରୁ ୩ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ସମୟ ରଖାଯାଇଥିବା ବେଳେ ଅପରାହ୍ନ ୪ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story