ସିଏମସି ରାସନକାର୍ଡ ତାଲିକାରେ ୯ ସରକାରୀ ଅଧିକାରୀ: ମାମଲା ରୁଜୁ କରିବା ପାଇଁ ଡିସିପିଙ୍କୁ ଚିଠି

କଟକ: ସିଏମସି ରାସନକାର୍ଡ କେଳେଙ୍କାରୀ ଗୁମର ଫିଟିବାରେ ଲାଗିଛି। ମେୟର, କର୍ପୋରେଟରଙ୍କ ପରେ ଏବେ ସରକାରୀ ଅଧିକାରୀଙ୍କ ନାଁ ରାସନ କାର୍ଡ ତାଲିକାରେ ସ୍ଥାନ ପାଇଥିବା ଜଣାପଡ଼ିଛି। ୯ ଜଣ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ସିଏମସି କମିଶନର ଜ୍ଞାନରଞ୍ଜନ ଦାସ କଟକ ଡିସିପିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା ୫୫୧ଜଣ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ବାତିଲ କରାଯାଇଥିବା ଜଣାପଡ଼ିଛି। ରାସନକାର୍ଡ ଅନିୟମିତତାକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ […]

cmc

cmc

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 02:51 PM IST

Sports

Latest News

କଟକ: ସିଏମସି ରାସନକାର୍ଡ କେଳେଙ୍କାରୀ ଗୁମର ଫିଟିବାରେ ଲାଗିଛି। ମେୟର, କର୍ପୋରେଟରଙ୍କ ପରେ ଏବେ ସରକାରୀ ଅଧିକାରୀଙ୍କ ନାଁ ରାସନ କାର୍ଡ ତାଲିକାରେ ସ୍ଥାନ ପାଇଥିବା ଜଣାପଡ଼ିଛି। ୯ ଜଣ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ସିଏମସି କମିଶନର ଜ୍ଞାନରଞ୍ଜନ ଦାସ କଟକ ଡିସିପିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା ୫୫୧ଜଣ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ବାତିଲ କରାଯାଇଥିବା ଜଣାପଡ଼ିଛି।

ରାସନକାର୍ଡ ଅନିୟମିତତାକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ବି ଲମ୍ୱା ହୋଇ ଚାଲିଛି। ରାଜ୍ୟରେ ଏବେ ସୁଦ୍ଧା ଏକ ଲକ୍ଷ ୨୭ ହଜାର ଜଣ କାର୍ଡ ପ୍ରତ୍ୟାହାର ପାଇଁ ଆବେଦନ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos