ସିଏମସି ରାସନକାର୍ଡ ତାଲିକାରେ ୯ ସରକାରୀ ଅଧିକାରୀ: ମାମଲା ରୁଜୁ କରିବା ପାଇଁ ଡିସିପିଙ୍କୁ ଚିଠି

କଟକ: ସିଏମସି ରାସନକାର୍ଡ କେଳେଙ୍କାରୀ ଗୁମର ଫିଟିବାରେ ଲାଗିଛି। ମେୟର, କର୍ପୋରେଟରଙ୍କ ପରେ ଏବେ ସରକାରୀ ଅଧିକାରୀଙ୍କ ନାଁ ରାସନ କାର୍ଡ ତାଲିକାରେ ସ୍ଥାନ ପାଇଥିବା ଜଣାପଡ଼ିଛି। ୯ ଜଣ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ସିଏମସି କମିଶନର ଜ୍ଞାନରଞ୍ଜନ ଦାସ କଟକ ଡିସିପିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା ୫୫୧ଜଣ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ ବାତିଲ କରାଯାଇଥିବା ଜଣାପଡ଼ିଛି।

ରାସନକାର୍ଡ ଅନିୟମିତତାକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ବି ଲମ୍ୱା ହୋଇ ଚାଲିଛି। ରାଜ୍ୟରେ ଏବେ ସୁଦ୍ଧା ଏକ ଲକ୍ଷ ୨୭ ହଜାର ଜଣ କାର୍ଡ ପ୍ରତ୍ୟାହାର ପାଇଁ ଆବେଦନ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

‘ମୁଁ ଦୁଃଖିତ, ହେଲେ ଦାୟୀ ନୁହେଁ’, ଅଶ୍ଲୀଳ ଲିଙ୍କ୍‌ ପଡ଼ିବା ଘଟଣାରେ ଏପରି କହିଲେ ପ୍ରଧାନଶିକ୍ଷକ

ଆଜିଠୁ ୮ଟି ରୁଟ୍‌ରେ ଗଡ଼ିବ ମୋ ବସ୍‌

ଆଜିଠୁ ପ୍ରବଳ ବର୍ଷା; ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣଂ

୫୦ % କର୍ମଚାରୀରେ କାମ କରିବେ ବ୍ୟାଙ୍କ, ବୀମା ଓ ଅର୍ଥଲଗାଣ ସଂସ୍ଥା

ବାଇକ୍‌ ଆରୋହୀ ଉପରେ ଚଢ଼ିଗଲା ଟ୍ରକ୍‌, ମୃତ୍ୟୁର ଫାଶରେ ଫସିଗଲେ ଡ୍ରାଇଭର

ଏମିତି ବି ଆସେ ମୃତ୍ୟୁ! ସୁଦ୍ଧିକ୍ରିୟାରୁ ଫେରୁଥିବା ବେଳେ ଗଛରେ ପିଟିହେଲା ବୋଲେରୋ

ମନ୍ଦିର ନଖୋଲିଲେ ଟଙ୍କା ଦିଅ, ମାସିକ ପନ୍ଦର ହଜାର ଦାବି  

ରେଷ୍ଟୁରାଣ୍ଟ ଖୋଲିବ, କେବଳ ହୋମ୍‌ ଡେଲିଭରି

ସାଂଘାତିକ୍‌ ଅଭିଯୋଗ: ଏମକେସିଜିରେ ମିଳୁନି ଅମ୍ଲଜାନ, ଚାଲିଯାଉଛି କରୋନା ରୋଗୀଙ୍କ ଜୀବନ

ଗ୍ରୀଡ୍‌ ଷ୍ଟେସନରେ ଅଗ୍ନିକାଣ୍ଡ

ଭୟାନକ ହେଲାଣି ଗଞ୍ଜାମରେ କରୋନା ପରିସ୍ଥିତି: ନିରଞ୍ଜନ

କଟକଣାକୁ ଫୁ’: ବଙ୍ଗଳା ମରାମତିରେ ରାଜକୋଷରୁ ୯୪ ଲକ୍ଷ ଟଙ୍କା ଖଇରାତ