ସରାଫ ଟିଟାନିୟମ୍ ପାର୍କ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରେ  ଶ୍ରୀରାମଚନ୍ଦ୍ରପୁରଠାରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କାର ବ୍ୟୟରେ ନିର୍ମିତ ସରାଫ ଟିଟାନିୟମ୍ ପାର୍କର ଉଦଘାଟନ କରିଥିଲେ। ପରେ ଜଗଦଳପୁରଠାରେ ୫୨୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଜାନିବିଲି-ବ୍ରହ୍ମପୁର ବୃହତ ଜଳଯୋଗାଣ ପ୍ରକଳ୍ପ କାମର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ ଚମାଖଣ୍ଡିରେ ଟାଟା ଷ୍ଟିଲ ପକ୍ଷରୁ ନିର୍ମିତ ଫେରୋକ୍ରମ […]

naveen

naveen

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 03:03 PM IST

Sports

Latest News

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରେ  ଶ୍ରୀରାମଚନ୍ଦ୍ରପୁରଠାରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କାର ବ୍ୟୟରେ ନିର୍ମିତ ସରାଫ ଟିଟାନିୟମ୍ ପାର୍କର ଉଦଘାଟନ କରିଥିଲେ। ପରେ ଜଗଦଳପୁରଠାରେ ୫୨୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଜାନିବିଲି-ବ୍ରହ୍ମପୁର ବୃହତ ଜଳଯୋଗାଣ ପ୍ରକଳ୍ପ କାମର ଶୁଭାରମ୍ଭ କରିଥିଲେ।

ଏହା ପୂର୍ବରୁ ଚମାଖଣ୍ଡିରେ ଟାଟା ଷ୍ଟିଲ ପକ୍ଷରୁ ନିର୍ମିତ ଫେରୋକ୍ରମ ପ୍ରକଳ୍ପ ଓ ସିଓରସେଫଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos