କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ନାଇପର ପାଇଁ ସବୁ ସହାୟତା ଯୋଗାଇ ଦିଆଯିବ

ଭୁବନେଶ୍ୱର: ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (ନାଇପର୍)ର ଏକ କେନ୍ଦ୍ର ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆଜି ରାଜ୍ୟ ସରକାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟକୁ ଚିଠି ଲେଖି ଜଣାଇଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଅନନ୍ତ କୁମାରଙ୍କୁ ଲେଖିଥିବା ଏହି ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଛନ୍ତି,“ଭୁବନେଶ୍ୱରରେ ୬୪ ଏକର ଜାଗାରେ ଆମେ ଏକ ବାଇଓ-ଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା କରିଛୁ। […]

cmnaveen

cmnaveen

Rakesh Mallick
  • Published: Friday, 08 April 2016
  • Updated: 08 April 2016, 11:14 AM IST

Sports

Latest News

ଭୁବନେଶ୍ୱର: ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (ନାଇପର୍)ର ଏକ କେନ୍ଦ୍ର ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆଜି ରାଜ୍ୟ ସରକାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟକୁ ଚିଠି ଲେଖି ଜଣାଇଛନ୍ତି।

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଅନନ୍ତ କୁମାରଙ୍କୁ ଲେଖିଥିବା ଏହି ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଛନ୍ତି,“ଭୁବନେଶ୍ୱରରେ ୬୪ ଏକର ଜାଗାରେ ଆମେ ଏକ ବାଇଓ-ଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା କରିଛୁ। ସେହିଭଳି ଏକ ଫାର୍ମା ପାର୍କ ଓ ଏକ ମେଡିକାଲ୍ ଡିଭାଇସ୍ ପାର୍କ ପ୍ରତିଷ୍ଠା କରିବା ପ୍ରକ୍ରିୟାରେ ରହିଛୁ।  ତେଣୁ ଏଠାରେ ଏକ ନାଇପର କେନ୍ଦ୍ର ପ୍ରତିଷ୍ଠା ହେଲେ ଏ ଅଞ୍ଚଳର ଔଷଧ କ୍ଷେତ୍ର ବିକଶିତ ହୋଇପାରିବ।”

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ ପାଟନା (ହାଜିପୁର), ହାଇଦ୍ରାବାଦ, ଅହମଦାବାଦ, ରାଏ ବରେଲୀ, ଗୌହାଟୀ ଓ କୋଲକାତାରେ ୬ଟି ନୂଆ ନାଇପର କେନ୍ଦ୍ର ସ୍ଥାପନ କରାଯାଇଛି। ତେଣୁ ଓଡ଼ିଶାରେ ବି ଏହି କେନ୍ଦ୍ର ସ୍ଥାପନ କରିବାକୁ ବିଚାର କରାଯାଉ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶାରେ ନାଇପର ପ୍ରତିଷ୍ଠା ପାଇଁ ଜରୁରୀକାଳୀନ ଭିତ୍ତିରେ ଅସ୍ଥାୟୀ କ୍ୟାମ୍ପସ୍ ଯୋଗାଇ ଦିଆଯିବ। ସ୍ଥାୟୀ କ୍ୟାମ୍ପସ୍‌ ପାଇଁ ଜମି ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story