କ୍ୟାପିଟାଲ ହସ୍ପିଟାଲ ଭିତରେ ନାଗ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ନର୍ସିଂହୋମର ଦୁଇ ନମ୍ବର କ୍ୟାବିନରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ ସାଢେ ୩ ଫୁଟ୍ ହେବ। କ୍ୟାବିନ୍ ଭିତରେ ସାପଟି ଗୁଡେଇ ହୋଇ ରହିଥିଲା। ସାପଟିକୁ ଦେଖି ନର୍ସମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ଏହାପରେ ସ୍ନେକ ହେଲପ୍ ଲାଇନ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ହସ୍ପିଟାଲ ଭିତରେ ଏତେ ବଡ଼ ନାଗ ସାପ ଦେଖି ରୋଗୀଙ୍କ ଆଟେଣ୍ଡାଣ୍ଟ, ନର୍ସ […]

bbsr-hospital

bbsr-hospital

Tapaswini Nayak
  • Published: Thursday, 06 June 2019
  • Updated: 06 June 2019, 02:16 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ନର୍ସିଂହୋମର ଦୁଇ ନମ୍ବର କ୍ୟାବିନରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ ସାଢେ ୩ ଫୁଟ୍ ହେବ। କ୍ୟାବିନ୍ ଭିତରେ ସାପଟି ଗୁଡେଇ ହୋଇ ରହିଥିଲା। ସାପଟିକୁ ଦେଖି ନର୍ସମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ଏହାପରେ ସ୍ନେକ ହେଲପ୍ ଲାଇନ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ହସ୍ପିଟାଲ ଭିତରେ ଏତେ ବଡ଼ ନାଗ ସାପ ଦେଖି ରୋଗୀଙ୍କ ଆଟେଣ୍ଡାଣ୍ଟ, ନର୍ସ ଓ ଡାକ୍ତରମାନେ ଭୟଭୀତ ହୋଇଯାଇଥିଲେ।

ତେବେ ସାପଟି କାହାର କିଛି କ୍ଷତି ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos