ବିୟର କ୍ୟାନରେ ଫସିଗଲା ନାଗ

ଭୁବନେଶ୍ୱର: ଓୟୁଟି ଡାକ୍ତରମାନେ ଅସ୍ତ୍ରୋପଚାର କରି ବିୟର କ୍ୟାନରୁ ନାଗ ସାପକୁ ବାହାର କରିଛନ୍ତି। ଆଜି ସକାଳେ ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଏକ ନାଗ ସାପ ବିୟର କ୍ୟାନ ଭିତରେ ମୁଣ୍ଡ ପୁରାଇ ଦେଇଥିଲା। ମାତ୍ର ସେଥିରୁ ବାହାରି ପାରୁନଥିଲା। ସ୍ଥାନୀୟ ଲୋକେ ଏନେଇ ସ୍ନେକ୍‌ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନ୍‌ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଓୟୁଏଟିକୁ ନେଇଥିଲେ। ଓୟୁଟିର ଡାକ୍ତରମାନେ ଅପରେଶନ କରି କ୍ୟାନ ଭିତରୁ ସାପକୁ […]

snake

snake

Rakesh Mallick
  • Published: Wednesday, 29 March 2017
  • Updated: 31 March 2017, 11:18 AM IST

Sports

Latest News

ଭୁବନେଶ୍ୱର: ଓୟୁଟି ଡାକ୍ତରମାନେ ଅସ୍ତ୍ରୋପଚାର କରି ବିୟର କ୍ୟାନରୁ ନାଗ ସାପକୁ ବାହାର କରିଛନ୍ତି। ଆଜି ସକାଳେ ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଏକ ନାଗ ସାପ ବିୟର କ୍ୟାନ ଭିତରେ ମୁଣ୍ଡ ପୁରାଇ ଦେଇଥିଲା। ମାତ୍ର ସେଥିରୁ ବାହାରି ପାରୁନଥିଲା। ସ୍ଥାନୀୟ ଲୋକେ ଏନେଇ ସ୍ନେକ୍‌ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନ୍‌ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଓୟୁଏଟିକୁ ନେଇଥିଲେ। ଓୟୁଟିର ଡାକ୍ତରମାନେ ଅପରେଶନ କରି କ୍ୟାନ ଭିତରୁ ସାପକୁ ବାହାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story