ଶୀତର ପ୍ରକୋପ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତ ପ୍ରକୋପ ଜାରି ରହିଛି। ଗତକାଲି ରାଜ୍ୟର ୧୩ଟି ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଥିଲା। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରହିଥିବା ବେଳେ ତା’ ତଳକୁ କେନ୍ଦୁଝରରେ ୭.୯ ଓ ଦାରିଙ୍ଗିବାଡିରେ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଶୀତ ପାଇଁ ସକାଳୁ ଘରୁ ବାହାରିବା କଷ୍ଟକର ହେଉଛି। ତେଣୁ ଲୋକେ ନିଆଁ ଜାଳି ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ […]

fog

fog

Rakesh Mallick
  • Published: Sunday, 21 January 2018
  • Updated: 21 January 2018, 08:20 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତ ପ୍ରକୋପ ଜାରି ରହିଛି। ଗତକାଲି ରାଜ୍ୟର ୧୩ଟି ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଥିଲା। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରହିଥିବା ବେଳେ ତା’ ତଳକୁ କେନ୍ଦୁଝରରେ ୭.୯ ଓ ଦାରିଙ୍ଗିବାଡିରେ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଶୀତ ପାଇଁ ସକାଳୁ ଘରୁ ବାହାରିବା କଷ୍ଟକର ହେଉଛି। ତେଣୁ ଲୋକେ ନିଆଁ ଜାଳି ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଶୀତ ସାଙ୍ଗକୁ କିଛି ସ୍ଥାନରେ ଘନ କୁହୁଡି ଯୋଗୁଁ ରାସ୍ତାରେ ଗାଡି ଚଳାଚଳରେ ମଧ୍ୟ ବାଧା ଉପୁଜୁଛି। ଗାଡ଼ି ଚାଳକମାନେ ଧୀରେ ଧୀରେ ଗାଡ଼ି ଚଳାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos