କଲେଜ ନିର୍ବାଚନ ତାତି: ମହର୍ଷି କଲେଜରେ ବୋମାମାଡ଼, ଏସ୍‌ସିଏସ୍‌ କଲେଜରେ ପୋଲିସ୍-ଛାତ୍ର ମୁହାଁମୁହିଁ

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ଛାତ୍ର ସଂସଦ ଭୋଟ୍ ପୂର୍ବରୁ ଅଶାନ୍ତ ହୋଇପଡ଼ିଛି କଲେଜ କ୍ୟାମ୍ପସ। ବଢି ଚାଲିଛି ହିଂସା। କେଉଁଠି ଉତ୍ତ୍ୟକ୍ତ ଛାତ୍ରଙ୍କ ଲଙ୍କାକାଣ୍ଡ ତ ଆଉ କେଉଁଠି ବୋମାମାଡ଼ ହେଉଛି। ପ୍ରାର୍ଥିପତ୍ର ନାକଚକୁ ନେଇ ଆଜି ପୁରୀ ଏସ୍‌ସିଏସ୍‌ କଲେଜ ରଣକ୍ଷେତ୍ର ପାଲଟିଥିଲା। କାହାକୁ ମାନି ନଥିଲେ ଉତ୍ତ୍ୟକ୍ତ ଛାତ୍ର। ଗେଟ୍ ତାଲା ଭାଙ୍ଗି ଧସେଇ ପଶି ଭିଆଇଲେ ଲଙ୍କାକାଣ୍ଡ। ଯାହା ପାଇଲେ ବାଡେଇ ଭାଙ୍ଗିଲେ। ଉତ୍ତ୍ୟକ୍ତ କଲେଜ ଛାତ୍ରଙ୍କ ସହ ଖଣ୍ଡ ଯୁଦ୍ଧରେ ଲହୁଲୁହାଣ ହୋଇଥିଲେ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 11:27 PM IST

Sports

Latest News

student

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର): ଛାତ୍ର ସଂସଦ ଭୋଟ୍ ପୂର୍ବରୁ ଅଶାନ୍ତ ହୋଇପଡ଼ିଛି କଲେଜ କ୍ୟାମ୍ପସ। ବଢି ଚାଲିଛି ହିଂସା। କେଉଁଠି ଉତ୍ତ୍ୟକ୍ତ ଛାତ୍ରଙ୍କ ଲଙ୍କାକାଣ୍ଡ ତ ଆଉ କେଉଁଠି ବୋମାମାଡ଼ ହେଉଛି।

ପ୍ରାର୍ଥିପତ୍ର ନାକଚକୁ ନେଇ ଆଜି ପୁରୀ ଏସ୍‌ସିଏସ୍‌ କଲେଜ ରଣକ୍ଷେତ୍ର ପାଲଟିଥିଲା। କାହାକୁ ମାନି ନଥିଲେ ଉତ୍ତ୍ୟକ୍ତ ଛାତ୍ର। ଗେଟ୍ ତାଲା ଭାଙ୍ଗି ଧସେଇ ପଶି ଭିଆଇଲେ ଲଙ୍କାକାଣ୍ଡ। ଯାହା ପାଇଲେ ବାଡେଇ ଭାଙ୍ଗିଲେ। ଉତ୍ତ୍ୟକ୍ତ କଲେଜ ଛାତ୍ରଙ୍କ ସହ ଖଣ୍ଡ ଯୁଦ୍ଧରେ ଲହୁଲୁହାଣ ହୋଇଥିଲେ ଟାଉନ ଥାନା ଅଧିକାରୀ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଅନୁଭବ କରି ପୁରୀ ଏସ୍‌ପି ପହଞ୍ଚି ଉତ୍ତ୍ୟକ୍ତ ଛାତ୍ର ଓ ଅଧ୍ୟକ୍ଷକଙ୍କ ସହ ଆଲୋଚନା କରିବା ପରେ ଉତ୍ତେଜନା ଥମିଥିଲା। ଉତ୍ତ୍ୟକ୍ତ ଛାତ୍ରଙ୍କ ଅଭିଯୋଗ, ସେମାନଙ୍କ ପ୍ରାର୍ଥିପତ୍ର ଜାଣିଶୁଣି କଲେଜ କର୍ତ୍ତୃପକ୍ଷ ନାକଚ୍ କରିଛନ୍ତି।

ଆନ୍ଦୋଳନକାରୀ ଛାତ୍ର ଅବିନାଶ ମହାପାତ୍ର କହିଛନ୍ତି-“ବିଜେଡି ପ୍ରାର୍ଥୀଙ୍କୁ ଛାଡ଼ିଦେଲେ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ କରାଯାଇଥିଲା। ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ଉପସ୍ଥାନ ଭିତ୍ତିରେ ନାକଚ କରାଯାଇଥିଲା।”

ଏସସିଏସ୍ କଲେଜ ଅଧ୍ୟକ୍ଷ କଲେଜ ତପନ କାନୁନଗୋ କହିଛନ୍ତି-“କଲେଜରେ ସାଇ-ଏ-ଡାଏ ଘୋଷଣା କରିବା ପୂର୍ବରୁ କର୍ମଚାରୀଙ୍କ ସହିତ ଆଲୋଚନା କରିଥାଏ।”

ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି-“କେତେକ ଛାତ୍ର କଲେଜ ଅଧ୍ୟକ୍ଷଙ୍କ ଚ୍ୟାମ୍ୱର ଆଗରେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ୧୦ ଜଣ ଅଟକ ଅଛନ୍ତ।”

ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଛାତ୍ରଛାତ୍ରୀମାନେ ଭିସିଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ଜଣେ ଛାତ୍ର ଗିରଫ ହୋଇଛନ୍ତି। ଶନିବାର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏପରିକି କ୍ୟାମ୍ପସ ପରିସରରେ ବୋମାମାଡ଼ ଘଟଣାକୁ ନେଇ ସାଇନ୍-ଏ-ଡାଏ ନୋଟିସ୍ ଲଗାଇବା ସହ ନିର୍ବାଚନ ବାତିଲ ଘୋଷଣା କରାଯାଇଥିଲା। ଯାହାର ପ୍ରତିବାଦରେ ହିଂସ୍ର ହୋଇ ପଡିଥିଲେ ଉତ୍ତ୍ୟକ୍ତ ଛାତ୍ର। ଆଜି ସବୁ ହଷ୍ଟେଲ ଖାଲି କରିବାକୁ ଦିଆଯାଇଥିଲା ନିର୍ଦ୍ଦେଶ। ହିଂସାକାଣ୍ଡ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୟୁନିଭର୍ସିଟି ଲ କଲେଜର ମଧ୍ୟ ନିର୍ବାଚନ ବାତିଲ ହୋଇଛି।

ଠିକ୍ ସେମିତି ରାଜଧାନୀର ଅନ୍ୟ ପ୍ରମୁଖ ମହର୍ଷି କଲେଜରେ ବୋମାମାଡ଼ ହୋଇଛି। କିଏ  ଓ କଣ ପାଇଁ ବୋମାମାଡ଼ କରିଛି, ତାହା ସ୍ପଷ୍ଟ ହୋଇନି। ଏବେ କ୍ୟାମ୍ପସରେ ପୋଲିସ ମୁତୟନ ହୋଇଛନ୍ତି॥

https://youtu.be/1nuMQNz4NWU

ସେହିପରି ପୁରୀ ଜିଲ୍ଲା କାକଟପୁର ମଙ୍ଗଳା କଲେଜରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ପରେ ସାଇନ-ଏ-ଡାଏ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ। ସେହିପରି ବ୍ରହ୍ମଗିରି ଭୋକେସନାଲ କଲେଜରେ ମଧ୍ୟ ନିର୍ବାଚନ ବାତିଲ ହୋଇଛି। ଜୟପୁରର ବିକ୍ରମଦେବ କଲେଜରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। ନିର୍ବାଚନକୁ ନେଇ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ପ୍ରାର୍ଥିପତ୍ର ନାକଚରୁ କେନ୍ଦ୍ରାପଡା ଡେରାବିଶ କଲେଜରେ ଉତ୍ତେଜନା ଦେଖାଦେବାରୁ ୪ ଛାତ୍ରଙ୍କୁ ଅଟକ ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story