ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ପାଖରେ ୮୦୦ଟି ସତ୍ୟପାଠ ଦାଖଲ

କଟକ: ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ୍‌ ବି.ପି ଦାସ କମିଶନଙ୍କ ନିକଟରେ ଏବେ ସୁଦ୍ଧା ପ୍ରାୟ ୮୦୦ଟି ସତ୍ୟପାଠ ଦାଖଲ ହୋଇଛି। ଏହାସହ କମିଶନ ୧୧୪ଟି ସତ୍ୟପାଠ  ଇମେଲ୍‌ ଜରିଆରେ ମଧ୍ୟ ପାଇଛନ୍ତି। ଆଜି ବରିଷ୍ଠ  ସେବାୟତ ବିନାୟକ ଦାସ ମହାପାତ୍ରଙ୍କ ନେତୃତ୍ୱରେ ପୁରୀର କିଛି ବରିଷ୍ଠ ନାଗରିକ କମିଶନଙ୍କ ପାଖରେ  ସତ୍ୟାପାଠ ଦାଖଲ କରିଛନ୍ତି। ଶ୍ରୀମନ୍ଦିର ନୀତିକାନ୍ତିର ସୁପରିଚାଳନା, ମନ୍ଦିର ସୁରକ୍ଷା,ଶୃଙ୍ଖଳିତ ଓ ମହାପ୍ରସାଦ ପ୍ରଦାନ ନେଇ ବିନାୟକ ଦାସ ମହାପାତ୍ର ସତ୍ୟପାଠରେ ପ୍ରସ୍ତାବ […]

justice

justice

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 07:50 PM IST

Sports

Latest News

କଟକ: ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ୍‌ ବି.ପି ଦାସ କମିଶନଙ୍କ ନିକଟରେ ଏବେ ସୁଦ୍ଧା ପ୍ରାୟ ୮୦୦ଟି ସତ୍ୟପାଠ ଦାଖଲ ହୋଇଛି। ଏହାସହ କମିଶନ ୧୧୪ଟି ସତ୍ୟପାଠ  ଇମେଲ୍‌ ଜରିଆରେ ମଧ୍ୟ ପାଇଛନ୍ତି।

ଆଜି ବରିଷ୍ଠ  ସେବାୟତ ବିନାୟକ ଦାସ ମହାପାତ୍ରଙ୍କ ନେତୃତ୍ୱରେ ପୁରୀର କିଛି ବରିଷ୍ଠ ନାଗରିକ କମିଶନଙ୍କ ପାଖରେ  ସତ୍ୟାପାଠ ଦାଖଲ କରିଛନ୍ତି। ଶ୍ରୀମନ୍ଦିର ନୀତିକାନ୍ତିର ସୁପରିଚାଳନା, ମନ୍ଦିର ସୁରକ୍ଷା,ଶୃଙ୍ଖଳିତ ଓ ମହାପ୍ରସାଦ ପ୍ରଦାନ ନେଇ ବିନାୟକ ଦାସ ମହାପାତ୍ର ସତ୍ୟପାଠରେ ପ୍ରସ୍ତାବ ରଖିଛନ୍ତି।

ଆସନ୍ତା ୨୦ ତାରିଖରେ ସତ୍ୟପାଠ ଦାଖଲର ସମୟ ସୀମା ଶେଷ ହେଉଛି । ଏହାପରେ ସତ୍ୟପାଠ ଯାଞ୍ଚ କରାଯାଇ ଆବଶ୍ୟକସ୍ଥଳେ ସାକ୍ଷ୍ୟ ପ୍ରଦାନ  ପାଇଁ ଡକାଯିବ। ଅନ୍ୟପକ୍ଷରେ ବିଭିନ୍ନ ଗଣ୍ଡଗୋଳ ଘଟଣାର ସିସିଟିଭି ଫୁଟେଜ୍ କମିଶନ ମାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story