ପ୍ରେମିକାକୁ ହତ୍ୟା କରି ଫେରାର ହୋଇଯାଇଥିଲା ପ୍ରେମିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭରତପୁର ମହାବୀର ବସ୍ତିରେ ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୁଲିସ୍। ମୃତ ଯୁବତୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରି ପଳାଇ ଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ପୁଲିସ ଭୁବନେଶ୍ୱର ଆଣିଛି। ଅଭିଯୁକ୍ତର ପ୍ରକୃତ ନାଁ ଶେଖ୍ ଫରିଦ୍ ଓରଫ୍ କାର୍ତ୍ତିକ। କମିଶନରେଟ୍ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଶେଖ୍ ଉକ୍ତ ଯୁବତୀଙ୍କ ତଣ୍ଟିକୁ ଓଢ଼ଣୀରେ ଚିପି ହତ୍ୟା କରିଥିଲା। […]

BBSR

BBSR

Tapaswini Nayak
  • Published: Thursday, 30 September 2021
  • Updated: 30 September 2021, 02:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭରତପୁର ମହାବୀର ବସ୍ତିରେ ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୁଲିସ୍। ମୃତ ଯୁବତୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରି ପଳାଇ ଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ପୁଲିସ ଭୁବନେଶ୍ୱର ଆଣିଛି। ଅଭିଯୁକ୍ତର ପ୍ରକୃତ ନାଁ ଶେଖ୍ ଫରିଦ୍ ଓରଫ୍ କାର୍ତ୍ତିକ।

କମିଶନରେଟ୍ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଶେଖ୍ ଉକ୍ତ ଯୁବତୀଙ୍କ ତଣ୍ଟିକୁ ଓଢ଼ଣୀରେ ଚିପି ହତ୍ୟା କରିଥିଲା। ଏହାପରେ ସେ କୋଲକତା ପଳାଇଯାଇଥିଲା। ସେଠାରେ କିଛି ଦିନ ରହିବା ପରେ ସେ ନୟାଗଡ଼ର ଏକ ଜଙ୍ଗଲରେ ଲୁଚି ରହିଥିଲା। ସେଠାରୁ କନ୍ଧମାଳ ପଳାଇବାକୁ ଯୋଜନା କରିଥିବା ବେଳେ ପୁଲିସ ତାକୁ ଧରିଥିଲା।

କମିଶନରେନ ପୁଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ,  ୨୨ବର୍ଷ ତଳେ ଶେଖ୍ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରୁ ଓଡ଼ିଶା ଆସିଥିଲା। ଏଠାରେ ସେ ପରିଚୟ ବଦଳାଇ ରାଜମିସ୍ତ୍ରୀ ଭାବେ କାମ କରୁଥିଲା। କଟକରେ ସ୍ତ୍ରୀ ଓ ନିଜ ପରିବାର ସହ ରହିବା ବେଳେ ଯୁବତୀଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଦୁଇ ଜଣ ଆସି ମହାବୀର ବସ୍ତିରେ ରହୁଥିଲେ। ଗତ ୭ ତାରିଖରେ ଘର ଭିତରୁ ଯୁବତୀଙ୍କ ମୃତଦେହ ମିଳିଥିଲା। ଅନୈତିକ ସମ୍ପର୍କ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି।

ସୂଚନାଯୋଗ୍ୟ, ଯୁବତୀ ଓ ଶେଖ୍ ମହାବୀର ବସ୍ତିରେ ଭଡ଼ା ଘରେ ରହୁଥିଲେ। ଘରୁ ବାହାରିଲା ବେଳେ ଉଭୟ ମୁହଁ ଢାଙ୍କି ବାହାରକୁ ଯାଉଥିଲେ। ପଡ଼ୋଶୀଙ୍କ ସହ କଥା ହେଉନଥିଲେ। ଭଡ଼ା ରହିବା ସମୟରେ ଆଧାରକାର୍ଡ ବା ଭୋଟର ପରିଚୟପତ୍ର ଦେବାକୁ ଘର ମାଲିକ କହିଥିଲେ। ମାତ୍ର ସେମାନେ ଆଜି କାଲି କହି ଦେଉନଥିଲେ।

ଯୁବତୀ ଓ ଶେଖ୍ ଭଡ଼ା ରହୁଥିବା ଘର ୪ରୁ ୫ ଦିନ ତାଲା ପଡ଼ିଥିବା ପଡୋଶୀ ଦେଖିଥିଲେ। ଏହାସହ ଘରୁ ଭିତରୁ ପଚା ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ।

ଏନେଇ ପଡ଼ୋଶୀମାନେ ଘର ମାଲିକଙ୍କୁ ଖବର ଦେଇଥିଲେ। ଘର ମାଲିକ ଏନେଇ ପୁଲିସକୁ ଖବର ଦେଇଥିଲେ। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ତାଲା ଭାଙ୍ଗି ମୃତଦେହକୁ ଉଦ୍ଧାର କରିଥିଲା। ଗତ ୭ ତାରିଖରେ ଘର ଭିତରୁ ଗୀତାଙ୍କ ମୃତଦେହ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story