କୃଷି ମନ୍ତ୍ରୀଙ୍କ କଥାରେ ରହୁନି ତାଳମେଳ; କଂଗ୍ରେସ ଆଣିଲା ସ୍ୱାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଭୁଲ୍ ତଥ୍ୟ ଦେଇଥିବାରୁ କୃଷି ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍  ଆଣିଛନ୍ତି। ଜିଲ୍ଲା କୃଷି ଅଧିକାରୀଙ୍କ ତଥ୍ୟ ସହିତ ମନ୍ତ୍ରୀଙ୍କ ଉତ୍ତରର ତାଳମେଳ ରହୁ ନ ଥିବା ଅଭିଯୋଗ କରିଛନ୍ତି ମୋକିମ । ସୂଚନାଯୋଗ୍ୟ, କୃଷିମନ୍ତ୍ରୀ ଗୃହରେ ପ୍ରାୟ ୪୬ ହଜାର କାଳିଆ ଅଯୋଗ୍ୟ ହିତାଧିକାରୀ […]

arunasahoo

arunasahoo

Tapaswini Nayak
  • Published: Wednesday, 20 November 2019
  • Updated: 20 November 2019, 01:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଭୁଲ୍ ତଥ୍ୟ ଦେଇଥିବାରୁ କୃଷି ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍  ଆଣିଛନ୍ତି। ଜିଲ୍ଲା କୃଷି ଅଧିକାରୀଙ୍କ ତଥ୍ୟ ସହିତ ମନ୍ତ୍ରୀଙ୍କ ଉତ୍ତରର ତାଳମେଳ ରହୁ ନ ଥିବା ଅଭିଯୋଗ କରିଛନ୍ତି ମୋକିମ ।

ସୂଚନାଯୋଗ୍ୟ, କୃଷିମନ୍ତ୍ରୀ ଗୃହରେ ପ୍ରାୟ ୪୬ ହଜାର କାଳିଆ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ବୋଲି ଉତ୍ତର ଦେଇଥିଲେ। କିନ୍ତୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ପ୍ରାୟ ଦେଢ଼ ଲକ୍ଷ କାଳିଆ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ବୋଲି ଜଣାପଡ଼ିଛି। ଏହି ପ୍ରସଙ୍ଗରେ ଗତ ସୋମବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story