ହାବିଲଦାରଙ୍କ ଚାକିରି ଖାଇଦେଲା ମୋ ସରକାର

ବଲାଙ୍ଗିର:(ଓଡ଼ିଶା ରିପୋର୍ଟର): ଟ୍ରକ୍ ଚାଳକଙ୍କୁ ହାବିଲଦାର ଲାଞ୍ଚ ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ କଣ୍ଟାବାଞ୍ଜି ଟାଉନ୍ ଥାନା ହାବିଲଦାର ସଂକୀର୍ତ୍ତନ ପଟେଲ ନିଲମ୍ବନ କରାଯାଇଛି। ଡିଜିଙ୍କ ନିର୍ଦ୍ଦେଶ କ୍ରମେ ହାବିଲଦାରଙ୍କୁ ନିଲମ୍ବନ କରିଛନ୍ତି ଡିଆଇଜି। ମୋ ସରକାର ଯୋଜନାର ସଠିକ ରୂପାୟନ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଡିଜି କହିଛନ୍ତି। ହାବିଲଦାର ଲାଞ୍ଚ ମାଗିବା ବେଳର ଭିଡିଓ ଭାଇରାଲ ହୋଇଥିଲା। ଓଡ଼ିଶା ରିପୋର୍ଟରର ଖବର ପ୍ରସାରଣ ପରେ ଡିଜି ତ୍ୱରିତ କାଯର୍ୟାନୁଷ୍ଠାନ ଗ୍ରହଣ […]

490

490

Tapas Behera
  • Published: Wednesday, 09 October 2019
  • Updated: 09 October 2019, 06:30 PM IST

Sports

Latest News

ବଲାଙ୍ଗିର:(ଓଡ଼ିଶା ରିପୋର୍ଟର): ଟ୍ରକ୍ ଚାଳକଙ୍କୁ ହାବିଲଦାର ଲାଞ୍ଚ ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ କଣ୍ଟାବାଞ୍ଜି ଟାଉନ୍ ଥାନା ହାବିଲଦାର ସଂକୀର୍ତ୍ତନ ପଟେଲ ନିଲମ୍ବନ କରାଯାଇଛି। ଡିଜିଙ୍କ ନିର୍ଦ୍ଦେଶ କ୍ରମେ ହାବିଲଦାରଙ୍କୁ ନିଲମ୍ବନ କରିଛନ୍ତି ଡିଆଇଜି। ମୋ ସରକାର ଯୋଜନାର ସଠିକ ରୂପାୟନ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଡିଜି କହିଛନ୍ତି। ହାବିଲଦାର ଲାଞ୍ଚ ମାଗିବା ବେଳର ଭିଡିଓ ଭାଇରାଲ ହୋଇଥିଲା।

ଓଡ଼ିଶା ରିପୋର୍ଟରର ଖବର ପ୍ରସାରଣ ପରେ ଡିଜି ତ୍ୱରିତ କାଯର୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନା ଅନୁଯାୟୀ, ବଲାଙ୍ଗିରିର ଜଣେ ଟ୍ରକ୍ ଚାଳକଙ୍କୁ ହାବିଲଦାର ସଂକୀର୍ତ୍ତନ ଲାଞ୍ଚ ମାଗିବା ଅଭିଯୋଗ ହୋଇଥିଲା। ଟ୍ରକ୍ ଅଟକାଇ ଏକ ବାଇକ୍‌ରେ ବସି ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଏନେଇ କଣ୍ଟାବାଞ୍ଜି ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story