ଯୋଗେଶ ଆଶ୍ୱସ୍ତ: ଏବେ ରଦ୍ଦ ହେବନି ବିଧାୟକ ପଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ତାଙ୍କ ବିଧାନସଭା ସଭ୍ୟପଦକୁ କାଏମ ରଖିଲେ ସର୍ବୋଚ୍ଚ ଅଦାଲତ। ଏନେଇ ଯୋଗେଶଙ୍କ ପକ୍ଷରୁ ଦାଏର ଆବେଦନର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ନିର୍ବାଚନ ବେଳେ ଭୁଲ ତଥ୍ୟ ଦାଖଲ କରିଥିବା ଅଭିଯୋଗରେ ହାଇକୋର୍ଟ ଯୋଗେଶଙ୍କ ସଭ୍ୟପଦ ରଦ୍ଦ କରିଦେଇଥିଲେ। ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଯୋଗେଶ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.କେ. ସିକ୍ରୀ ଓ ଜଷ୍ଟିସ […]

jogesh

jogesh

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 05:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ତାଙ୍କ ବିଧାନସଭା ସଭ୍ୟପଦକୁ କାଏମ ରଖିଲେ ସର୍ବୋଚ୍ଚ ଅଦାଲତ। ଏନେଇ ଯୋଗେଶଙ୍କ ପକ୍ଷରୁ ଦାଏର ଆବେଦନର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ନିର୍ବାଚନ ବେଳେ ଭୁଲ ତଥ୍ୟ ଦାଖଲ କରିଥିବା ଅଭିଯୋଗରେ ହାଇକୋର୍ଟ ଯୋଗେଶଙ୍କ ସଭ୍ୟପଦ ରଦ୍ଦ କରିଦେଇଥିଲେ। ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଯୋଗେଶ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.କେ. ସିକ୍ରୀ ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ମାମଲା ଉପରେ ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଯୋଗେଶଙ୍କ ବିଧାୟକ ପଦ ବଳବତ୍ତର ରହିବ ବୋଲି ଅଦାଲତ କହିଛନ୍ତି। ଏଥିସହିତ ଦୁଇ ପ୍ରତିପକ୍ଷ ସହଦେବ ଖାକା ଓ ଅଜୟ ପଟେଲଙ୍କୁ ନୋଟିସ ଜାରି କରିଛନ୍ତି। ଯୋଗେଶଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।

୨୦୧୪ ନିର୍ବାଚନ ସମୟରେ ଯୋଗେଶ ଭୁଲ୍ ଜାତିଗତ ପ୍ରମାଣପତ୍ର ଦେଇ ସୁନ୍ଦରଗଡ଼ ସଂରକ୍ଷିତ ବିଧାନସଭା ଆସନରେ ନିର୍ବାଚନ ଲଢ଼ିଥିବା ନେଇ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ପରାଜିତ ବିଜେପି ପ୍ରାର୍ଥୀ ସହଦେବ ଖାକା ଓ ସ୍ଥାନୀୟ ଭୋଟର ଅଜୟ ପଟେଲ। ଉଭୟ ଆବେଦନରେ ଦର୍ଶାଇଥିଲେ, ଯୋଗେଶ ସିଂ ଆଦିବାସୀ ସଂପ୍ରଦାୟର ନୁହଁନ୍ତି। ଭୁଲ୍ ଜାତିଗତ ପ୍ରମାଣପତ୍ର ନେଇ ନିର୍ବାଚନ ଲଢିଥିଲେ। ତେଣୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ। ଉପରୋକ୍ତ ଦୁଇଟି ଯାକ ମାମଲାର ଚୂଡ଼ାନ୍ତ ଶୁଣାଣି କରି ହାଇକୋର୍ଟ ଯୋଗେଶଙ୍କ ସଭ୍ୟ ପଦ ରଦ୍ଦ କରିବା ସହ ଉକ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story