ପୂର୍ବତନ ବାଚସ୍ପତି ଶରତ କରଙ୍କୁ କାହିଁକି ଦିଆଗଲାନି ଉଚିତ୍ ସମ୍ମାନ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କୁ ରାଜ୍ୟ ସରକାର ଉଚିତ୍ ସମ୍ମାନ ପ୍ରଦାନ କରିନଥିବାରୁ କଂଗ୍ରେସ ଆପତ୍ତି ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏହା ହୋଇଛି କି ନାହିଁ ସେ ନେଇ ପ୍ରଶ୍ନ କରିଛି। ଏପରିକି ସ୍ୱର୍ଗଦ୍ୱାରରେ ତାଙ୍କର ମରଶରୀରର ସଂସ୍କାର ପାଇଁ ବି ସରକାର ଅନୁମତି ଦେଲେନି। ଏଭଳି ତ୍ରୁଟି ପାଇଁ ରାଜ୍ୟ ସରକାର ଦୁଃଖ ପ୍ରକାଶ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ […]

cd-4

cd-4

Tapas Behera
  • Published: Wednesday, 14 October 2020
  • Updated: 14 October 2020, 10:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କୁ ରାଜ୍ୟ ସରକାର ଉଚିତ୍ ସମ୍ମାନ ପ୍ରଦାନ କରିନଥିବାରୁ କଂଗ୍ରେସ ଆପତ୍ତି ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏହା ହୋଇଛି କି ନାହିଁ ସେ ନେଇ ପ୍ରଶ୍ନ କରିଛି। ଏପରିକି ସ୍ୱର୍ଗଦ୍ୱାରରେ ତାଙ୍କର ମରଶରୀରର ସଂସ୍କାର ପାଇଁ ବି ସରକାର ଅନୁମତି ଦେଲେନି। ଏଭଳି ତ୍ରୁଟି ପାଇଁ ରାଜ୍ୟ ସରକାର ଦୁଃଖ ପ୍ରକାଶ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସ୍ୱର୍ଗତ କରଙ୍କ ଭଳି ଜଣେ ଉଚ୍ଚକୋଟିର ବ୍ୟକ୍ତିଙ୍କୁ ତାଙ୍କ ମୃତ୍ୟୁ ସମୟରେ ରାଜକୀୟ ସମ୍ମାନ ପ୍ରଦାନ କରାନଯିବାକୁ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି। ନିରଞ୍ଜନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ସ୍ୱର୍ଗତ କର ଓଡ଼ିଶାର ଜଣେ ବରିଷ୍ଠ ରାଜନେତା ଥିଲେ। ଏହାକୁ କେହି ଅସ୍ୱୀକାର କରିବେ ନାହିଁ। ସେ ବିଧାୟକ ଥିଲେ, ମନ୍ତ୍ରୀ ଥିଲେ, ସାଂସଦ ଥିଲେ ଏପରିକି ବିଧାନସଭାର ବାଚସ୍ପତି ମଧ୍ୟ ଥିଲେ। ସ୍ୱର୍ଗତ କର ବିଧାନସଭାର ପୂର୍ବତନ ବାଚସ୍ପତି ହୋଇଥିବା ସତ୍ତ୍ୱେ ତାଙ୍କ ମରଶରୀରକୁ ବିଧାନସଭାକୁ ମଧ୍ୟ ନିଆଗଲା ନାହିଁ। ଏହା କିପରି ମନୋଭାବ? ସରକାର ଏଭଳି କାର୍ଯ୍ୟ କିପରି କଲେ?

ସ୍ୱର୍ଗତ କର ଜଣେ ସୁସାହିତ୍ୟିକ, ସୁବକ୍ତା ଓ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ। ତାଙ୍କ ଅନ୍ତିମ ଇଚ୍ଛାକୁ ସମ୍ମାନ ଜଣାଇବା ପାଇଁ ସ୍ୱର୍ଗଦାରରେ ତାଙ୍କର ଅନ୍ତିମ ସଂସ୍କାର କରିବା ନିମନ୍ତେ ତାଙ୍କ ପିଲାମାନେ ସରକାରଙ୍କୁ ପ୍ରାର୍ଥନା କଲେ। ଅନ୍ୟମାନଙ୍କ କ୍ଷେତ୍ରରେ ସରକାର ଅନୁମତି ଦେଉଥିବାବେଳେ ସ୍ୱର୍ଗତ କରଙ୍କ କ୍ଷେତ୍ରରେ ଅନୁମତି ଦେଲେ ନାହିଁ। ବହୁ ଲୋକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଉଛି। କିନ୍ତୁ ଶରତବାବୁଙ୍କ ଭଳି ଜଣେ ବିଶିଷ୍ଟ ଲୋକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସରକାରଙ୍କ ତରଫରୁ ଦିଆଗଲା ନାହିଁ। ଏହା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ସେ ପ୍ରଶ୍ନ କରିବା ସହ ଯଦି ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ନଜାଣିଛନ୍ତି ତେବେ ଏହାର କାରଣ ବୁଝନ୍ତୁ, କାହା ସ୍ୱାର୍ଥରେ ଓ କେଉଁମାନଙ୍କ ଦାୟିତ୍ୱହୀନତା ପାଇଁ ଆଜି ଓଡ଼ିଶାରେ ଏଭଳି ଏକ ଅପମାନସୂଚକ କାର୍ଯ୍ୟ ହୋଇଛି ସେ ସଂପର୍କରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିଜ ଚିଠିରେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story