‘କଂଗ୍ରେସ ସହ ବିଜେଡିର ଭିତିରି ସମ୍ପର୍କ ରହିଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାଲୋଚନା କରିଥିଲେ। ଆଜି ଏହାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି-“୧୭ ବର୍ଷ ଧରି ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି। ବିଜେପି ନୁହେଁ, କେନ୍ଦ୍ରର କଂଗ୍ରେସ ସରକାର ଧୋକ୍କ ଦେଇଛି। କଂଗ୍ରେସ ସହ ବିଜେଡିର ଭିତିରି ସଂପର୍କ ରହିଛି।” ବିଜେପିର ନାଁ ନନେଇ ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରି ଦଳ ନିଜ ସ୍ୱାର୍ଥ ପାଇଁ କାମ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 10:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାଲୋଚନା କରିଥିଲେ। ଆଜି ଏହାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି-“୧୭ ବର୍ଷ ଧରି ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି। ବିଜେପି ନୁହେଁ, କେନ୍ଦ୍ରର କଂଗ୍ରେସ ସରକାର ଧୋକ୍କ ଦେଇଛି। କଂଗ୍ରେସ ସହ ବିଜେଡିର ଭିତିରି ସଂପର୍କ ରହିଛି।”

ବିଜେପିର ନାଁ ନନେଇ ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରି ଦଳ ନିଜ ସ୍ୱାର୍ଥ ପାଇଁ କାମ କରୁଥିବା ନେଇ ନବୀନଙ୍କ ଆକ୍ଷେପର ଜବାବ ଦେଇ ଧର୍ମେନ୍ଦ୍ର କହିଛନ୍ତି-“ଖାଦ୍ୟ ସୁରକ୍ଷା ଯୋଜନାରେ ୮୬ ଲକ୍ଷ ପରିବାର ସାମିଲ ହେବା ଓ ରେଳ ବଜେଟ୍‌ରେ ୫୧୦୦ କୋଟି ବ୍ୟୟ ବରାଦ କରାଯିବା କ’ଣ ଦଳୀୟ ସ୍ୱାର୍ଥ କି?”

ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟର ଜବାବ ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ବିଜେଡି ଓ କଂଗ୍ରେସ ଭିତରେ କୌଣସି ଭିତିରି ସମ୍ପର୍କ ନାହିଁ। ଆମେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ଅବଲମ୍ୱନ କରୁଛୁ। ଆମେ ଲୋକଙ୍କ ବିକାଶ ପାଇଁ କାମ କରୁଛି। ଏହି କାଦୁଅ ଫିଙ୍ଗା ରାଜନୀତିରେ ବିଶ୍ୱାସ କରୁନାହୁଁ।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି-“ଓଡ଼ିଶାର ଦୁର୍ଗତି ପାଇଁ ଉଭୟ ବିଜେପି ଓ ବିଜେଡି ଦାୟୀ। ୯ ବର୍ଷ ଧରି ଏମାନେ ଓଡ଼ିଶା ଧ୍ୱସ୍ତ କରିଛନ୍ତି। ସବୁ ଦୁର୍ନୀତିରେ ଏମାନେ ସମ୍ପୃକ୍ତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story