କଂଗ୍ରେସରେ ବିଶୃଙ୍ଖଳା; ତାରା, ପ୍ରଫୁଲ୍ଲ, ଅନନ୍ତଙ୍କୁ ପୁଣି ନୋଟିସ୍

ଭୁବନେଶ୍ୱର: ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବି.କେ ହରିପ୍ରସାଦଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ତିନି ଦଳୀୟ ନେତା ତାରା ପ୍ରସାଦ ବାହିନୀପତି, ପ୍ରଫୁଲ ମାଝୀ ଓ ଅନନ୍ତ ସେଠୀଙ୍କୁ ଆଜି ପୁଣି ଥରେ ନୋଟିସ୍ ପଠାଯାଇଛି। କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ଏହି ନୋଟିସ୍ ପଠାଯାଇଛି। ଏହା ପୂର୍ବରୁ ଶୃଙ୍ଖଳା କମିଟି ଗତ ୧୭ ତାରିଖରେ ଏହି ତିନି ନେତାଙ୍କୁ ନୋଟିସ୍ ପଠାଇଥିଲା। ଶୃଙ୍ଖଳା କମିଟି ପକ୍ଷରୁ ପଠାଯାଇଥିବା ଦ୍ୱିତୀୟ ନୋଟିସ୍ ତାଙ୍କ ହସ୍ତଗତ ହୋଇଛି […]

tara

tara

Rakesh Mallick
  • Published: Wednesday, 22 March 2017
  • Updated: 22 March 2017, 12:57 PM IST

Sports

Latest News

ଭୁବନେଶ୍ୱର: ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବି.କେ ହରିପ୍ରସାଦଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ତିନି ଦଳୀୟ ନେତା ତାରା ପ୍ରସାଦ ବାହିନୀପତି, ପ୍ରଫୁଲ ମାଝୀ ଓ ଅନନ୍ତ ସେଠୀଙ୍କୁ ଆଜି ପୁଣି ଥରେ ନୋଟିସ୍ ପଠାଯାଇଛି। କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ଏହି ନୋଟିସ୍ ପଠାଯାଇଛି। ଏହା ପୂର୍ବରୁ ଶୃଙ୍ଖଳା କମିଟି ଗତ ୧୭ ତାରିଖରେ ଏହି ତିନି ନେତାଙ୍କୁ ନୋଟିସ୍ ପଠାଇଥିଲା।

ଶୃଙ୍ଖଳା କମିଟି ପକ୍ଷରୁ ପଠାଯାଇଥିବା ଦ୍ୱିତୀୟ ନୋଟିସ୍ ତାଙ୍କ ହସ୍ତଗତ ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି।

ସେ କହିଛନ୍ତି,“ନୋଟିସ୍ ପଠାଇଥିବା ବ୍ୟକ୍ତିଙ୍କର କଂଗ୍ରେସ ସମ୍ବିଧାନ ସଂପର୍କରେ ଜ୍ଞାନ ନାହିଁ। ମୁଁ ଯାହା କହିଥିଲି କଂଗ୍ରେସର ଭଲ ପାଇଁ କହିଥିଲି। ଯାହା କହିଛି ଠିକ୍ କହିଛି। କଂଗ୍ରେସ କାହାର ପୈତୃକ ସମ୍ପତ୍ତି ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story