କଂଗ୍ରେସର ଭାରତ ବଞ୍ଚାଓ ସମାବେଶ

ଭଦ୍ରକ(ପାର୍ଥ ସାରଥୀ ନାୟକ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ବଞ୍ଚାଓ ସମାବେଶ କରାଯାଇଛି। ଜିଲ୍ଲା କଂଗ୍ରେସ କର୍ମୀମାନେ ରାଜଘାଟସ୍ଥିତ କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଭାରତ ବଞ୍ଚାଓ ସମାବେଶ କରାଯାଇଥିଲା। କଂଗ୍ରେସ ନେତାମାନେ ଏହି ସଭାରେ ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ବର୍ଷି ଥିଲେ। ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ଭଦ୍ରକ କଂଗ୍ରସର ପର୍ଯ୍ୟବେକ୍ଷକ ଉମା ବଲ୍ଲଭ […]

bhadrak00-0

bhadrak00-0

Tapaswini Nayak
  • Published: Friday, 22 November 2019
  • Updated: 22 November 2019, 02:32 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ବଞ୍ଚାଓ ସମାବେଶ କରାଯାଇଛି। ଜିଲ୍ଲା କଂଗ୍ରେସ କର୍ମୀମାନେ ରାଜଘାଟସ୍ଥିତ କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଭାରତ ବଞ୍ଚାଓ ସମାବେଶ କରାଯାଇଥିଲା। କଂଗ୍ରେସ ନେତାମାନେ ଏହି ସଭାରେ ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ବର୍ଷି ଥିଲେ।

ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ଭଦ୍ରକ କଂଗ୍ରସର ପର୍ଯ୍ୟବେକ୍ଷକ ଉମା ବଲ୍ଲଭ ରଥ, ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ସହ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଏହି ସମାବେଶରେ ଉପସ୍ଥିତ ଥିଲେ। ସମାବେଶରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ପରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story