ଜାପାନିଜ ଏନ୍‌ସେଫାଲାଇଟିସ୍‌: କଂଗ୍ରେସ ଟାର୍ଗେଟରେ ରାଜ୍ୟ ସରକାର

ମାଲକାନଗିରି/ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ଗତକାଲି କିଛି ପିଲାଙ୍କୁ ଜାପାନିଜ ଏନ୍‌ସେଫାଲାଇଟିସ୍‌ ଟୀକା ଦିଆଯିବାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କିଛି ସ୍ୱଚ୍ଛଳ ବର୍ଗର ଲୋକ ସେମାନଙ୍କ ପିଲାଙ୍କୁ ଟୀକା ଦେବାକୁ ନେଇ କଂଗ୍ରେସ ନେତା ପ୍ରଦୀପ ମାଝି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମାଲକାନଗିରିରେ ଟୀକା ମିଳିବାକୁ ନେଇ ସେ ପ୍ରଶ୍ନ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି,“ରାଜ୍ୟରେ ଏନ୍‌ସେଫାଲାଇଟିସ୍‌ ଟୀକା ନ ଥିବା ସରକାର କହୁଛନ୍ତି। ହେଲେ ମାଲକାନଗିରିରେ ଏହି ଟୀକା କେମିତି ଉପଲବ୍ଧ ହେଲା? ମିଛ କହିବା […]

pradeep

pradeep

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 08:39 PM IST

Sports

Latest News

ମାଲକାନଗିରି/ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ଗତକାଲି କିଛି ପିଲାଙ୍କୁ ଜାପାନିଜ ଏନ୍‌ସେଫାଲାଇଟିସ୍‌ ଟୀକା ଦିଆଯିବାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କିଛି ସ୍ୱଚ୍ଛଳ ବର୍ଗର ଲୋକ ସେମାନଙ୍କ ପିଲାଙ୍କୁ ଟୀକା ଦେବାକୁ ନେଇ କଂଗ୍ରେସ ନେତା ପ୍ରଦୀପ ମାଝି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମାଲକାନଗିରିରେ ଟୀକା ମିଳିବାକୁ ନେଇ ସେ ପ୍ରଶ୍ନ କରିଛନ୍ତି।

ସେ ପ୍ରଶ୍ନ କରିଛନ୍ତି,“ରାଜ୍ୟରେ ଏନ୍‌ସେଫାଲାଇଟିସ୍‌ ଟୀକା ନ ଥିବା ସରକାର କହୁଛନ୍ତି। ହେଲେ ମାଲକାନଗିରିରେ ଏହି ଟୀକା କେମିତି ଉପଲବ୍ଧ ହେଲା? ମିଛ କହିବା ପଛରେ ସରକାରଙ୍କର କ’ଣ ଉଦ୍ଦେଶ୍ୟ ରହିଛି ?”

ଭୁବନେଶ୍ୱରରେ ମଧ୍ୟ ମାଲକାନଗିରି ତାତି ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରେ ଆଜି ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ଯୁବ କଂଗ୍ରେସ ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛି।

ଆଜି ସନ୍ଧ୍ୟାରେ ଯୁବ କଂଗ୍ରେସର ନେତାମାନେ କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକରେ ପହଞ୍ଚି ଥିଲେ। ସେଠାରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରି ଉଭୟଙ୍କ ଇସ୍ତଫା ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story